Browsing Tag

disrespect dead body

ବ୍ରହ୍ମପୁର: ପୁଣି ଶବକୁ ମିଳିଲାନି ସମ୍ମାନ, ଟ୍ରଲିରେ ବୁହା ହେଲା ବୃଦ୍ଧାଙ୍କ ମୃତଦେହ

ବ୍ରହ୍ମପୁର : ପୁଣି ଶବକୁ ମିଳିଲାନି ସମ୍ମାନ। ଟ୍ରଲିରେ ବୁହା ହେଲା ବୃଦ୍ଧାଙ୍କ ମୃତଦେହ। ଟ୍ରଲିରେ ଶବବୁହାର ଭିଡିଓ ହୋଇଛି ଭାଇରାଲ। ଦୁଇଦିନ ତଳେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲା ଜଣେ ଯାଯାବର ବୃଦ୍ଧ ମହିଳା। ତାଙ୍କ ମୃତଦେହକୁ ଡାକ୍ତରଖାନାରୁ ଟ୍ରଲିରେ ବୁହା ହୋଇଛି।…