Browsing Tag

disrespect to handicapped boy

ବିନା ଗୁପ୍ତାଙ୍ଗରେ ଦୀର୍ଘ ବାର ବର୍ଷ ହେଲା ଜୀଵନ କାଟୁଛି ସନ୍ତୋଷ, ଏବେ କିନ୍ତୁ ସ୍ଥିତି ଅସହ୍ୟ

ବେଳେବେଳେ ଭଗବାନ କାହିଁକି ଯେ ଏମିତି କରନ୍ତି ତାହା ଜଣାନଥାଏ। କାହାକୁ ଏତେ ଦିଅନ୍ତି ତ ଆଉ କାହାକୁ ଆଦୌ ନୁହେଁ। ଯାହା ପାଖରେ ସବୁ ଅଛି ଭଗବାନ ତାକୁ ଦେଇଚାଲନ୍ତି କିନ୍ତୁ ଯାହା ପାଖରେ ଧନ ନାହିଁ ଓ ଅଭାବୀ, ଭଗବାନ ତା ଉପରେ ତାଙ୍କ କୃପା ଦୃଷ୍ଟି ପକାନ୍ତି ନାହିଁ। ବର୍ତ୍ତମାନ ସମୟରେ…

ମରିଗଲାକି ମଣିଷ ପଣିଆ ? ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ଚଟାଣରେ ଗଡୁଥିଲା ଅସହାୟ ଦିବ୍ୟାଙ୍ଗ ପିଲା

ଖୋର୍ଦ୍ଧା (କେ ନ୍ୟୁଜ୍‌) : ବୋଲଗଡ ବ୍ଳକ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ଯାହାକୁ ଦେଖିଲେ ଆଖିରେ ଲୁହ ରହିବ ନାହିଁ । ଚଟାଣରେ ବଡ଼ ଅସହାୟ ଅବସ୍ଥାରେ ପଡି ରହିଥିଲା ଦିବ୍ୟାଙ୍ଗ ପିଲାଟିଏ । ନାଁଟି ହେଉଛି ବଳରାମ ସାହୁ । ବୟସ ପାଖାପାଖି ୭ ବର୍ଷ । ଘର…