Browsing Tag

disruptions In rajya sabha

ଅଟକିଲା ଟ୍ରିପଲ ତଲାକ ବିଲ୍‌, ହଟ୍ଟଗୋଳ ଯୋଗୁଁ ଦିନ ୨ଟା ଯାଏଁ ଗୃହ ମୁଲତବୀ

ରାଜ୍ୟସଭାରେ ଆଗତ ହୋଇପାରିଲାନି ଟ୍ରିପଲ ତଲାକ ବିଲ । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଆସନ୍ତା ୨ ତାରିଖ ଯାଏ ମୁଲତବି କରାଯାଇଛି। ଦିନ ୨ଟାରେ ତିନି ତଲାକ ବିଲ ସଂପର୍କିତ ଚର୍ଚ୍ଚା ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଥିଲେ। ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ବିଲ…