Browsing Tag

distribute food

ଅସହାୟଙ୍କ ପାଇଁ ଅଭିନେତା ଶ୍ରୀତମ ଦାସ ପାଲଟିଲେ ରୋଷେୟା

କଟକ (କେନ୍ୟୁଜ୍‌) : ଓଲିଉଡ ଅଭିନେତା ଶ୍ରୀତମ ଦାସ ଏବେ ପାଲଟିଛନ୍ତି ରୋଷେୟା । ନିଜେ ପରିବା କାଟିବା ସହ ରୋଷେଇରେ ମାତିଛନ୍ତି । ଅବଶ୍ୟ କୌଣସି ଭୋଜି କିମ୍ବା ଘର ପରିବାରର ଲୋକଙ୍କ ପାଇଁ ନୁହେଁ । ଲକ୍‌ଡାଉନ୍‌ରେ ଖାଇବା ଯୋଗାଡ଼ କରି ପାରୁନଥିବା ଅସହାୟ ଲୋକଙ୍କ ନିମନ୍ତେ ଶ୍ରୀତମ ଏଭଳି କାମ…