Browsing Tag

district court

ଆସନ୍ତା ୪ରେ ଚୂଡ଼ାନ୍ତ ରାୟ ଶୁଣାଇବେ ଜିଲ୍ଲା କୋର୍ଟ, ବର୍ଷ ୨୦୨୨ ତପସ୍ୱିନୀଙ୍କ ପାଇଁ ଆଣିବ କି ନୂଆ ସମ୍ଭାବନା ?

ଭୁବନେଶ୍ବର(କେନ୍ଯୁଜ୍): ନୂଆ ବର୍ଷ ୨୦୨୨ ତପସ୍ୱିନୀଙ୍କ ପାଇଁ ଆଣିବ କି ନୂଆ ସମ୍ଭାବନା। ପୂରଣ ହେବ କି ତାଙ୍କର ସ୍ୱପ୍ନ । ଶ୍ୱଶୁର ଘର ଏରୁଣ୍ଡି ବନ୍ଧ ଡେଇଁ ସୁମିତଙ୍କ ହାତ ଧରି ଘରେ ପ୍ରବେଶ କରିପାରିବେ କି ତପସ୍ୱିନୀ। ଏପରି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇ ସୁମିତଙ୍କ ଘର ବାରଣ୍ଡାରେ…