Browsing Tag

divya agarwal

ହସ୍ପିଟାଲରେ ପୋଛା ଲଗାଉଥିବାର ନଜର ଆସିଲେ ବିଗ୍‌ବସ୍‌ ର ଏହି ବିଜେତା, ଜାଣନ୍ତୁ କାହିଁକି

ବିଗ୍‌ବସ୍‌ରେ ଆସୁଥିବା ପ୍ରତିଯୋଗୀମାନଙ୍କ ଭାଗ୍ୟ ପ୍ରାୟତଃ ଶୋ’ରେ ଚମକ ଆଣିଥାଏ। ବିଶେଷକରି ବିଜେତାମାନେ ଜିତିବା ପରେ କେବଳ ଖ୍ୟାତି ପାଆନ୍ତି ନାହିଁ, ବରଂ ସେମାନେ ବହୁତ ଟଙ୍କା ମଧ୍ୟ ରୋଜଗାର କରନ୍ତି । ଆଜିକାଲି ସୋସିଆଲ ମିଡିଆରେ ବିଗ୍ ବସ୍ ବିଜେତାଙ୍କ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ…

ଦିବ୍ୟା ଅଗ୍ରଓ୍ଵାଲ ହେଲେ ବିଗ୍‌ ବସ୍‌ ଓଟିଟିର ପ୍ରଥମ ବିଜେତା, ଜିତିଲେ ୨୫ ଲକ୍ଷ ଟଙ୍କା ଓ ଟ୍ରଫି; ନିଶାନ୍ତ ଭଟ୍ଟ ଓ…

ଦିବ୍ୟା ଅଗ୍ରଓ୍ଵାଲ ଶନିବାର ରାତିରେ ନିଶାନ୍ତ ଭଟ୍ଟ ଓ ଶମିତା ସେଟ୍ଟିଙ୍କୁ ପଛରେ ପକାଇ ବିଗ୍‌ ବସ୍‌ ଓଟିଟିର ପ୍ରଥମ ବିଜେତା ହୋଇଛନ୍ତି। ପ୍ରତିଯୋଗିତାରେ ନିଶାନ୍ତ ଭଟ୍ଟ ପ୍ରଥମ ରନର ଅପ୍‌ ହୋଇଥିବା ବେଳେ ଶମିତା ଦ୍ୱିତୀୟ ରନର ଅପ୍‌ ରହିଥିଲେ। ଦିବ୍ୟାଙ୍କୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା…