Browsing Tag

divyansh panwar

ଯେଉଁ ପୁଅକୁ ଦିନେ PUBG ଖେଳିବା ଯୋଗୁଁ ଗାଳି କରୁଥିଲେ ବାପା, ସେହି ପୁଅ ଆଜି ବିଶ୍ବକପରେ ଚୀନକୁ ହରାଇ ଆଣିଛି ପଦକ

ରାଜସ୍ଥାନର ଦିବ୍ୟାଂଶ ପଓ୍ଵଁର । ସୁଟିଂର ବିଶ୍ବକପ୍ ୨୦୧୯ରେ ଚୀନକୁ ହରାଇ ଦେଶ ପାଇଁ ଆଣିଛନ୍ତି ମେଡାଲ୍ । ଏହା ସହ ଅଲିମ୍ପିକ୍ ୨୦୨୦ ପାଇଁ ୧୦ ମିଟର ରାଇଫଲ୍ ବର୍ଗରେ କ୍ବାଲିଫାଇ ମଧ୍ୟ କରିଛନ୍ତି । ବେଜିଂରେ ଆୟୋଜିତ ରାଇଫଲ୍ ଆଣ୍ଡ ପିଷ୍ଟଲ୍ ୱଲର୍ଡ କପରେ ଜିଚେଙ୍ଗଙ୍କୁ ରୌପ୍ୟ ପଦକ…