Browsing Tag

diwali

ଚଳିତ ବର୍ଷ ଦୀପାବଳିରେ ରହିବ ସୂର୍ଯ୍ୟପରାଗର ଛାଇ! ଜାଣନ୍ତୁ କେମିତି ହେବ ପୂଜାବିଧି

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଦୀପାବଳି ପର୍ବ କାର୍ତ୍ତିକ ମାସ ଅମାବାସ୍ୟାରେ ପଡ଼ିଥାଏ। ଚଳିତ ବର୍ଷ ଦୀପାବଳି ୨୪ ଅକ୍ଟୋବରରେ ପାଳନ କରାଯିବ। କିନ୍ତୁ ଏଥର ଦୀପାବଳି ପରଦିନ ହିଁ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏମିତି ସ୍ଥିତିରେ ଦୀପାବଳିରେ ହେଉଥିବା ମା’ ଲକ୍ଷ୍ମୀଙ୍କ ପୂଜା ଏବଂ…

ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି କରିବା ମନା, ଏହି ରାଜ୍ୟ ସରକାର ନେଲେ ନିଷ୍ପତ୍ତି

ଏଥର ଦୀପାବଳିରେ ଫୁଟିବନି ବାଣ। ସରକାର ନେଲେ ଏଭଳି ନିଷ୍ପତ୍ତି। ଦିଲ୍ଲୀରେ ଚଳିତବର୍ଷ ଦୀପାବଳିରେ ବାଣ ଫୁଟିବନି ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଦିଲ୍ଲୀ ସରକାର ବାଣ ବିକ୍ରି ଏବଂ ବ୍ୟବହାର କରିବା ବ୍ୟାନ୍‌ କରିଥିଲା। ଏବେ ଏହାର ଅବଧିକୁ ଜାନୁଆରୀ ୧, ୨୦୨୩ ପର୍ଯ୍ୟନ୍ତ…

ପେଟ ଜନିତ ସମସ୍ତ ସମସ୍ୟାରୁ ମୁକ୍ତି ଦେବ ଏହିି ସହଜ ଘରୋଇ ଉପାୟ

ଫେଷ୍ଟିଭାଲ ସିଜିନରେ ତେଲ ଜାତୀୟ ଖାଦ୍ୟର ଡିମାଣ୍ଡ ବଢ଼ିଯାଏ । ସେ ମିଠା ହେଉ କିମ୍ବା ପିଠା ଅବା ପକୋଡ଼ି । ସବୁଠି ଏହି ଆସର ଜମୁଥିବାର ଦେଖିବାକୁ ମିଳେ । ଆଉ ପରେ ସ୍ୱାସ୍ଥ୍ୟକୁ ନେଇ ଯେଉଁ ଅବସ୍ଥା ଭୋଗିବାକୁ ପଡେ, ତାହା କହିଲେ ନ ସରେ । ସ୍ୱାଦିଷ୍ଟ ଖାଦ୍ୟ ଖାଇବା ବାହାନାରେ ଆମେ ଯେଉଁ…

ଭାରତର ଏହି ସ୍ଥାନରେ ପାଳନ ହୁଏନି ଦୀପାବଳି ପର୍ବ, କାରଣ ଜାଣନ୍ତୁ

ଦୀପାବଳି ପର୍ବକୁ ସବୁଠି ବହୁତ ଧୂମଧାମରେ ପାଳନ କରାଯାଏ । କିନ୍ତୁ କେରଳରେ ଏହାକୁ ପାଳନ କରାଯାଏ ନାହିଁ। ଆଲୋକର ପର୍ବ ଦୀପାବଳିକୁ ସମସ୍ତଙ୍କର ଅପେକ୍ଷା ରହିଥାଏ। କିନ୍ତୁ କେରଳ ରାଜ୍ୟରେ ଏହାକୁ ନେଇ ସେମିତି କିଛି ଖାସ ଦେଖିବାକୁ ମିଳେ ନାହିଁ। ବିଶେଷ କରି ଏହିଦିନ ମାତା ଲକ୍ଷ୍ମୀ ଓ ଭଗବାନ…

ଦୀପାବଳିରେ ହୋଲିର ଶୁଭେଚ୍ଛା ଜଣାଇଲେ ସିନ୍ଧ ମୁଖ୍ୟମନ୍ତ୍ରୀ, ଭୟଙ୍କର ଟ୍ରୋଲ କଲେ ଲୋକେ

ଦୀପାବଳି ପର୍ବ ସାରା ଦେଶରେ ଗୁରୁବାର ଦିନ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଠାରୁ ଆରମ୍ଭ କରି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପର୍ଯ୍ୟନ୍ତ ସମସ୍ତେ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି। ପଡ଼ୋଶୀ ପାକିସ୍ତାନର ନେତା ମଧ୍ୟ ଏ…

“ବଡ଼ବଡ଼ୁଆ ହୋ ! ଅନ୍ଧାରରେ ଆସି ଆଲୁଅରେ ଯାଅ”,ଜାଣନ୍ତୁ ଏହି ଡ଼ାକର କଣ ରହିଛି ମହତ୍ତ୍ୱ

ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ଏହି ଦିନ ଅସତ୍ୟ ଉପରେ ସତ୍ୟର ବିଜୟ ଓ ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା । ଦେଶରେ ଆଜି ଉତ୍ସାହର ସହ ପାଳନ…

ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଜଣାଇଲେ ଦୀପାବଳି ଶୁଭକାମନା, ୮ମ ଥର ପାଇଁ ଯବାନଙ୍କ ସହିତ ପାଳିବେ ଉତ୍ସବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳିରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ସୂଚନା ରହିଛି କି, ପିଏମ୍‌ ମୋଦି ଗୁରୁବାର ଜମ୍ମୁ କାଶ୍ମୀର ଗସ୍ତ କରିବେ। ସେଠାରେ ସେ ଯବାନମାନଙ୍କ ସହିତ ଦୀପାବଳି ପାଳନ କରିବେ। ୨୦୧୪ରେ ଯେବେଠାରୁ ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେବେଠାରୁ ସେ…

ଏଇ ଦୀପାବଳିରେ ନିଜ ରାଶି ଅନୁସାରେ କିଣନ୍ତୁ ଏହି ରଙ୍ଗର ଜିନିଷ, ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

ଦୀପାବଳିରେ ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ନୂଆ ବସ୍ତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ଓ ଭାଗ୍ୟ ଉଦୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଦୀପାବଳିରେ ଯଦି ବ୍ୟକ୍ତି ନିଜ ରାଶି ଅନୁସାରେ ରଙ୍ଗ ଉପରେ ଗୁରୁତ୍ୱ ଦେଇ କୌଣସି ଜିନିଷ କିଣୁଛନ୍ତି ତେବେ ତାଙ୍କୁ ବିଶେଷ ଲାଭ ହେବ ଓ…

ଆସିଛି ଆଲୋକର ପର୍ବ ଦୀପାବଳି, ଜାଣନ୍ତୁ ଏହି ଦିନ କାହିଁକି କରାଯାଏ ମା’ କାଳୀଙ୍କୁ ପୂଜା

ଆସିଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ମା’ କାଳୀଙ୍କ ପୂଜା ବି ପାଳିତ ହୋଇଥାଏ। ହିନ୍ଦୁମାନଙ୍କ ବିଶ୍ବାସ ରହିଛି, ମା’ କାଳୀଙ୍କ ପୂଜା କଲେ ନିଜ ଭିତରୁ ଓ ଚାରିପାଖରୁ ନକାରାତ୍ମକ ଶକ୍ତି ସବୁ ଦୂର ହୋଇ ସକାରାତ୍ମକ ଶକ୍ତିରେ ମନ ଓ ପରିବେଶ ଭରିଯାଏ। ସେହିପରି ଭାରତର ଅଧିକାଂଶ ରାଜ୍ୟରେ…

ଦୀପାବଳିରେ ବାଣଫୁଟା ଓ ବିକ୍ରି ଉପରେ ଆଜି ହାଇକୋର୍ଟରେ ଶୁଣାଣି

କଟକ(କେନ୍ଯୁଜ୍): ଦୀପାବଳିରେ ବାଣଫୁଟା ଓ ବିକ୍ରି ଉପରେ ଆଜି ହେବ ହାଇକୋର୍ଟରେ ଶୁଣାଣି । ଅଲ୍‌ ଓଡିଶା ଫାୟାର ୱାର୍କସ ଡିଲରସ ଆସୋସିଏସନର ପକ୍ଷରୁ ଦାୟର ଆବେଦନ ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିବେ। ଗତ…

ଦୀପାବଳି ରାତିରେ ଏହି ୫ଟି ଜୀବଜନ୍ତୁ ଦେଖିଲେ ଆପଣ ହୋଇଯିବେ ମାଲାମାଲ୍‌, ଖୁବ୍‌ ଜଲଦି ହୋଇଯିବେ ଧନୀ

ଦୀପାବଳିର ଅନେକ ମହତ୍ତ୍ୱ ରହିଛି ହିନ୍ଦୁ ଧର୍ମରେ। ଦୀପାବଳି ପର୍ବର ବହୁତ ଦିନ ପୂର୍ବରୁ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। କାରଣ କୁହାଯାଏ ଦୀପାବଳି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି। ମାଆ ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ଲୋକେ ଘର କୁ ସଫାସୁତୁରା କରିଥାନ୍ତି। ଦୀପାବଳିକୁ ନେଇ…

ଦୀପାବଳି ବାଣଫୁଟା ଓ ବିକ୍ରି ମାମଲାରେ ଅଲ୍‌ ଓଡ଼ିଶା ଫାୟାର ଓ୍ଵାର୍କସ ଡିଲର୍ସ ଆସୋସିଏସନ୍‌ ଆବେଦନ ହାଇକୋର୍ଟରେ…

ଭୁବନେଶ୍ବର(କେନ୍ଯୁଜ୍): ଦୀପାବଳି  ବାଣଫୁଟା ଓ ବିକ୍ରି ମାମଲାରେ ଅଲ୍‌ ଓଡ଼ିଶା ଫାୟାର ଓ୍ଵାର୍କସ ଡିଲର୍ସ ଆସୋସିଏସନ୍‌ ଆବେଦନ ହାଇକୋର୍ଟରେ ଅଗ୍ରାହ୍ୟ । ଏହା ଏକ ରେଜିଷ୍ଟ୍ରିଭୁକ୍ତ ସଙ୍ଗଠନ ହୋଇ ନଥିବାରୁ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ତେବେ ଆବେଦନକାରୀ ସାନି ଆବେଦନ କରି…