Browsing Tag

diwali bonus

ଦଶହରା ପୂର୍ବରୁ ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍‌! ଆକାଉଣ୍ଟକୁ ଆସିବ ଏତେ ଟଙ୍କା

ଭାରତୀୟ ରେଲେଓ୍ଵ ନିଜର ଲକ୍ଷାଧିକ କର୍ମଚାରୀଙ୍କୁ ଚଳିତ ବର୍ଷ ୭୮ ଦିନର ଦୀପାବଳି ବୋନସ୍‌ ଦେବାକୁ ଘୋଷଣା କରିଛି। ଦୀପାବଳି ପର୍ବ ପୂର୍ବରୁ ରେଲେଓ୍ଵ କର୍ମଚାରୀମାନଙ୍କ ଆକାଉଣ୍ଟରେ ପାଖାପାଖି ୧୭,୯୫୧ ଟଙ୍କା ବୋନସ୍‌ ରୂପେ କ୍ରେଡିଟ୍‌ ହେବାକୁ ଯାଉଛି, ଯାହାର ଫାଇଦା ୧୧.୨୭ ଲକ୍ଷ ରେଳ…

ଦୀପାବଳି ବୋନସ୍‌ ଘୋଷଣା କରି ନିଜ କର୍ମଚାରୀଙ୍କୁ ଖୁସି କରି ଦେଲା ଏହି ସରକାରୀ କମ୍ପାନୀ, ୨୮,୦୦୦ ଟଙ୍କାର ବୋନସ୍‌…

ଦୀପାବଳି ପୂର୍ବରୁ ଏକ ସରକାରୀ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଦିଓ୍ଵାଲି ବୋନସ୍ ଘୋଷଣା କରିଛି। ପବ୍ଲିକ ସେକ୍ଟର କମ୍ପାନୀ Manganese Ore India Limited (MOIL) ଦୀପାବଳିରେ ନିଜର ପ୍ରତ୍ୟେକ କର୍ମଚାରୀଙ୍କୁ ୨୮,୦୦୦ ଟଙ୍କାର ମୋଟା ବୋନସ୍ ଦେବାକୁ ଘୋଷଣା କରିଛି। ଏଥି ସହିତ କମ୍ପାନୀ…

ଦୀପାବଳି ପୂର୍ବରୁ ରିଲାଏନ୍ସ କର୍ମଚାରୀ ହେବେ ମାଲାମାଲ୍‌ ! ବୋନସ ସହିତ ମିଳିବ କଟିଥିବା ବୋନସ୍‌

ରିଲାଏନ୍ସ ଇଣ୍ଡଷ୍ଟ୍ରି କର୍ମଚାରୀଙ୍କୁ ଦୀପାବଳି ପୂର୍ବରୁ ବଡ ଉପହାର ମିଳିବାକୁ ଯାଉଛି। କମ୍ପାନୀ କର୍ମଚାରୀଙ୍କ ଦରମା ପୁଣି କରୋନା ପୂର୍ବ ସ୍ଥିତିକୁ ଆଣିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ କର୍ମଚାରୀଙ୍କ ଆଉ ଦରମା ଛଟେଇ ହେବନାହିଁ। କେବଳ ସେତିକି ନୁହେଁ କର୍ମଚାରୀଙ୍କୁ ଦୀପାବଳି ବୋନସ…