Browsing Tag

diwali business

କରୋନା ମହାମାରୀରେ ବି ଦୀପାବଳିରେ ହୋଇଛି ୭୨ ହଜାର କୋଟିର ବେପାର, ପ୍ରବଳ କ୍ଷତି ସହିଛି ଚୀନ୍‌

ଦୀପାବଳିରେ ଆଶାଠାରୁ ଢେର ଅଧିକ ବ୍ୟବସାୟ ହୋଇଛି। କରୋନା ମହାମାରୀ ଚାଲିଥିଲେ ମଧ୍ୟ ଲୋକମାନେ ବହୁ ପରିମାଣରେ କିଣାକିଣି କରିଛନ୍ତି। ସାରା ଦେଶରେ କାରବାରର ସବୁଠୁ ବଡ଼ ସଂଗଠନ କନ୍‌ଫଡରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ()ର ସୂଚନା ଅନୁସାରେ ଚଳିତ ଦୀପାବଳିରେ ୭୨ ହଜାର କୋଟି ଟଙ୍କାର ବେପାର…