Browsing Tag

Diwali Interest

୨୦୨୦-୨୧ ଆର୍ଥିକ ବର୍ଷର ସୁଧକୁ ଦୀପାବଳି ପୂର୍ବରୁ ସଦସ୍ୟଙ୍କ ଖାତାରେ ଜମା କରିବ ଇପିଏଫଓ, ଅର୍ଥନୀତିରେ ଆସିବ ସୁଧାର

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ୨୦୨୦-୨୧ ଆର୍ଥିକ ବର୍ଷର ସୁଧକୁ ଦୀପାବଳି ପୂର୍ବରୁ ସଦସ୍ୟଙ୍କ ଖାତାରେ ଜମା କରିବ। ଉତ୍ସବ ସମୟରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀମାନଙ୍କ ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ବୃଦ୍ଧି କରାଯାଏ। ସେହି ସମୟରେ ଇପିଏଫ୍‌ ସୁଧ…