Browsing Tag

DL

ଆଉ ଆବଶ୍ୟକ ନାହିଁ ଡିଏଲ ଓ ଆରସି, ସରକାର ଆଣିଲେ ନୂଆ ନିୟମ

ଗାଡିଚାଳଙ୍କ ପାଇଁ ରହିଛି ଏକ ବଡ ଓ ଖୁସି ଖବର । ଆପଣ ଗାଡି ଚଲାଉଥିବା ସମୟରେ, ଚେକିଙ୍ଗ ବେଳେ ଆଉ ଅସୁବିଧାର ସାମ୍ନା କରିବେ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଆର.ସି ବା ରେଜିଷ୍ଟ୍ରେସନ ସାର୍ଟିଫିକେଟକୁ ନେଇ ସରକାର ଆଣିଲେ ନୂଆ ନିୟମ । ସବୁବେଳେ ସଡକ ପରିବହନ ନିୟମକୁ ନେଇ କିଛି ନା କିଛି…

୬ ମାସ ପରେ ପୁଣି ସାରା ରାଜ୍ୟରେ ଆରମ୍ଭ ହୋଇଛି ଡିଏଲ୍‌ ଓ ଏଲ୍‌ ଏଲ୍‌ ଟେଷ୍ଟ୍‍

ଭୁବନେଶ୍ବର: ସାରା ରାଜ୍ୟରେ ଆରମ୍ଭ ହୋଇଛି ଡିଏଲ୍‌ ଓ ଏଲ୍‌ ଏଲ୍‌ ଟେଷ୍ଟ୍‍ । କୋଭିଡ କଟକଣା ଯୋଗୁ ୬ ମାସ ପରେ ଭୁବନେଶ୍ୱର ସହ ସାରା ରାଜ୍ୟରେ ଆରମ୍ଭ ହୋଇଛି ଟେଷ୍ଟ । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧିନରେ ଥିବା ଟେଷ୍ଟିଂ ଟ୍ରାକ୍‌ରେ ଚାଲିଛି ଏହି ଟେଷ୍ଟ୍‍ । ଗତ ମାର୍ଚ୍ଚ ମାସ ୧୮…