Browsing Tag

dl renewal online

୩୧ ଡିସେମ୍ବର ପୂର୍ବରୁ କରିନିଅନ୍ତୁ ନିଜ ଗାଡ଼ିର ଏହିସବୁ ଜରୁରୀ କାମ, ନଚେତ ଦେବେ ୫ ହଜାର ଟଙ୍କାର ଜୋରିମାନା

କୋଭିଡ୍ ୧୯ ପ୍ରକୋପ ମଧ୍ୟରେ ଲାଗିଥିବା ଲକଡାଉନ୍ ଯୋଗୁଁ ଚଳିତବର୍ଷ କେନ୍ଦ୍ର ସରକାର ପରିବହନର ନିୟମରେ ୩୧ ଡିସେମ୍ବର ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇଥିଲେ । ଏହି କାରଣରୁ ପରିବହନ ବିଭାଗ ମାର୍ଚ୍ଚ ୨୦୨୦ ପରଠୁ ଅବୈଧ ହୋଇସାରିଥିବା ଡ୍ରାଇଭିଂ ଲାଇସେନ୍ସ, ଆରସି ଓ ଫିଟନେସ୍ ପ୍ରମାଣପତ୍ର ଥିବା ବାହନ…