Browsing Tag

DN Regalia

ଉଦ୍‌ଘାଟିତ ହେଲା ମଲ୍ଟିପ୍ଲେକ୍ସ ଡିଏନ ରେଗାଲିଆ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ

ଭୁବନେଶ୍ୱର(କେନ୍ୟୁଜ୍) : ଉଦଘାଟିତ ହୋଇଛି ଭୁବନେଶ୍ୱର ପାତ୍ରପଡାର ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ ରେଗାଲିଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ୬ ଲକ୍ଷ ବର୍ଗଫୁଟ ପରିମିତ ବ୍ୟବସାୟିକ ମଲ୍ଟି ପ୍ଲେକ୍ସରେ ସପିଙ୍ଗ ମଲ, ହୋଟେଲ, ଫୁଡ ହବ ସହ ସିନେମା ହଲ ରହିଛି ।…