Browsing Tag

do not practice these things on tuesday

ମଙ୍ଗଳବାର ଦିନ ରଖନ୍ତୁ ଏହି ସବୁ କଥା ପ୍ରତି ଧ୍ୟାନ, ନହେଲେ ପାଣି ଭଳି ବହିଯିବ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳବାରକୁ ପବନପୁତ୍ର ହନୁମାନଙ୍କ ଦିନ ବୋଲି ମନାଯାଏ । ଏହାଛଡ଼ା ସବୁ ଗ୍ରହଙ୍କ ତୁଳନାରେ ମଙ୍ଗଳଙ୍କୁ କ୍ରୁର ଗ୍ରହ ବୋଲି କୁହାଯାଏ । ତେଣୁ ଏହି ଦିନ ବଜରଙ୍ଗବଲୀ ହନୁମାନଙ୍କ ପୂଜା ଆରଧନା କଲେ ମଙ୍ଗଳ ଦୋଷ ନଷ୍ଟ ହୋଇଥାଏ । ଯଦି ଆପଣଙ୍କ ଜାତକରେ ମଙ୍ଗଳଦୋଷ କିମ୍ବା…