Browsing Tag

do these things to bring peace in home

ଆପଣଙ୍କ ଘରେ ହେଉଥିବା କଳହର କାରଣ ହେଉଛି ଏହି ୩ ଜିନିଷ

ଘରେ ତିନିଟି ଜିନିଷ ଖୁସି ଦେଇଥାଏ। ଘରେ ଥିବା ରଙ୍ଗ, ଘରର ତରଙ୍ଗ ଏବଂ ଘରେ ରହୁଥିବା ଲୋକ। ଏହି ତିନିଟି ମଧ୍ୟରୁ ଦୁଇଟି ଜିନିଷ ଠିକ ଥିଲେ ମଧ୍ୟ ଘରେ ସୁଖ ଶାନ୍ତି ରହିଥାଏ। ଅନ୍ୟଥା ଘରେ ବାଦବିବାଦ, ରୋଗ ଏବଂ କଳହ ଲାଗି ରହିଥାଏ। କେବେ କେବେ ଆମେ ଘରକୁ କିଛି ଏମିତି ଜିନିଷ ନେଇଆସୁ ଯାହା କଳହ…