Browsing Tag

doctor apron

ଆପଣ ଜାଣିଛନ୍ତି କି, କାହିଁକି ଡ଼ାକ୍ତର ପିନ୍ଧିଥାନ୍ତି ଧଳା ରଙ୍ଗର ଆପ୍ରୋନ୍

ସାଧାରଣତଃ କେହି ମଧ୍ୟ ଡ଼ାକ୍ତରଖାନା ଯିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଇଛା କରନ୍ତୁ ବା ନାହିଁ ଶରୀର ଅସୁସ୍ଥ ହେବା ମାତ୍ରେ ବାଧ୍ୟ ହୋଇ ଡ଼ାକ୍ତର ବା ଡ଼ାକ୍ତରଖାନାର ଦ୍ବାରସ୍ଥ ହେବାକୁ ପଡ଼ିଥାଏ। ତେବେ ଆପଣ ଖାସ କରି ଡ଼ାକ୍ତରଖାନାରେ ଗୋଟିଏ କଥା ଧ୍ୟାନ ଦେଇଥିବେ ଏଠାରେ ଚିକିତ୍ସା କରିବାକୁ…