Browsing Tag

doctor attack

କୋଲକାତାରେ ଡାକ୍ତରଙ୍କୁ ମାଡ଼ ଘଟଣା, ଆସନ୍ତାକାଲି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ

ଷଷ୍ଠ ଦିନରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେବାକୁ ସର୍ତ୍ତ ରଖିଲେ ଡାକ୍ତର। କହିଲେ, ସ୍ଥାନ ଓ ସମୟ ଆମେ ସ୍ଥିର କରିବୁ। କୋଲକାତାରେ ଡାକ୍ତରଙ୍କୁ ମାଡ଼ ଘଟଣା ପ୍ରତିବାଦରେ ଆସନ୍ତାକାଲି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ…

ମୃତକଙ୍କୁ ଜୀବିତ କହି ଡାକ୍ତରଙ୍କୁ ଆକ୍ରମଣ

ଟାଙ୍ଗି(କେନ୍ଯୁଜ୍): ମୃତକଙ୍କୁ ଜୀବିତ କହି ଡାକ୍ତରଙ୍କ ଉପରେ ଆକ୍ରମଣ। ଏହାକୁ ନେଇ ବାଣପୁର ଡାକ୍ତରଖାନାରେ ଉତ୍ତଜେନା ଦେଖାଦେଇଥିଲା। ଖୋର୍ଦ୍ଧା ବାଣପୁର ଥାନା ଖୁଣ୍ଟପଲ୍ଲୀ ଗାଁର ନାରାୟଣ ସାହୁ ଘର କାମ କରୁଥିବାବେଳେ ବିଦ୍ୟୁତ୍‌ ସଂଶ୍ପର୍ଶରେ ଆସିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ…