Browsing Tag

doctor convincing

ଆସନ୍ନ ପ୍ରସବାଙ୍କ ଚିକିତ୍ସାରେ ଅବହେଳା ସହ ଘରୋଇ କ୍ଲିନିକରେ ଭର୍ତ୍ତି ହେବାକୁ ପ୍ରବର୍ତ୍ତାଇଲେ ଡାକ୍ତର

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ଜଣେ ଆସନ୍ନ ପ୍ରସବାଙ୍କ ଚିକିତ୍ସାରେ ଅବହେଳା ସହ ଘରୋଇ କ୍ଲିନିକକୁ ଯିବା ପାଇଁ ଡାକ୍ତର ପ୍ରବର୍ତ୍ତାଇବା ଅଭିଯୋଗ ହୋଇଛି। ପୁରୀ ଖଣ୍ଡିଆବନ୍ଧର କୈଳାସ ପ୍ରଧାନଙ୍କ ସ୍ତ୍ରୀ ରୁବିନାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ…