Browsing Tag

doctor crying for corona

ଡ୍ୟୁଟିରୁ ଫେରି ନିଜ ପୁଅକୁ କୋଳରେ ନେଇ ପାରୁନାହାଁନ୍ତି ଡାକ୍ତର୍, ଭିଡିଓ ଦେଖିଲେ କାନ୍ଦିବ ଆପଣଙ୍କ ହୃଦୟ

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଏବେ ଅଧିକାଂଶ ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ସରକାର ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି । ତେବେ ସବୁ ବନ୍ଦ ହେବା ସତ୍ତ୍ୱେ ମଧ୍ଯ ସାରା ଦୁନିଆର ଡାକ୍ତର୍ ଦିନରାତି କାମ କରୁଛନ୍ତି ଯାହାଦ୍ୱାରା ଏହି ଭାଇରସରେ ସଂକ୍ରମିତ…