Browsing Tag

doctor death in corona

କରୋନାରେ ଏବେ ଯାଏଁ ୧୩୦୨ ଡାକ୍ତର ସଂକ୍ରମିତ, ୯୯ ଜଣଙ୍କ ମୃତ୍ୟୁ; ଚିନ୍ତା ବ୍ୟକ୍ତ କଲା IMA

କରୋନା ଭାଇରସ୍‌ ଯୋଗୁ କେବଳ ସାଧାରଣ ଲୋକ ନୁହେଁ କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତରଙ୍କର ମଧ୍ୟ ମୃତ୍ୟୁ ଘଟୁଛି। ଏବେ ଯାଏଁ ପ୍ରାୟ ଅନେକ ଡାକ୍ତର ଡ୍ୟୁଟିରେ ଥିବା ବେଳେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିସାରିଲେଣି। ଡାକ୍ତରଙ୍କ ମୃତ୍ୟୁ ପରେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ରେଡ୍‌ ଆଲର୍ଟ…