Browsing Tag

Doctor G

 ଆୟୁଷ୍ମାନଙ୍କ ସହିତ ରୋମାନ୍ସ କରିବେ ରାକୁଲପ୍ରୀତ, ଏହି ଫିଲ୍ମରେ ଆସିବେ ଏକାଠି ନଜର

ଗତବର୍ଷ ଡିସେମ୍ବର ମାସରେ ଜଙ୍ଗଲି ପିକ୍ଚର୍ସ ପକ୍ଷରୁ ଅପକମିଂ ପ୍ରୋଜେକ୍ଟ ‘ଡକ୍ଟର ଜି’ ବିଷୟରେ ଘୋଷଣା କରାଯାଇଥିଲା । ଆୟୁଷ୍ମାନ ଖୁରାନା ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ବୋଲି ପୂର୍ବରୁ ଜଣାପଡିଥିଲା। ତେବେ ଆୟୁଷ୍ମାନଙ୍କ ବିପକ୍ଷରେ କିଏ ନଜର ଆସିବେ ତାହା କିଛି ସ୍ପଷ୍ଟ ହୋଇନଥିଲା।…