Browsing Tag

doctor in service of humanity

କରୋନାର ଅସଲି ଯୋଦ୍ଧା : ୧୩ ମାସର ଝିଅକୁ ଘର ମାଲିକଙ୍କ ପାଖରେ ଛାଡ଼ି ଡାକ୍ତର ଦମ୍ପତି କରୁଛନ୍ତି ରୋଗୀ ସେବା

ନୁଆଦିଲ୍ଲୀ : କରୋନା ଯୁଦ୍ଧରେ ସାମିଲ ହୋଇଥିବା ବିଭିନ୍ନ ଯୋଦ୍ଧାଙ୍କ ମଧ୍ୟରୁ ଡାକ୍ତରଙ୍କ ଭୂମିକା ଅତିବ ଗୁରୁତ୍ତ୍ୱପୂର୍ଣ୍ଣ । ସେଇଥିପାଇଁ ତ ଡାକ୍ତରଙ୍କୁ ଭଗବାନଙ୍କର ଅନ୍ୟ ଏକ ରୂପ ବୋଲି କୁହାଯାଏ । ଡାକ୍ତରମାନେ ନିଜର ଘର ଦ୍ୱାର ଛାଡି କରୋନା ଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ରୋଗୀ…