Browsing Tag

doctor li wenliang

ମାରାତ୍ମକ ଭୂତାଣୁ କରୋନା ଭାଇରସର ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର ମୃତ, ନିଜେ ସେହି ରୋଗରେ ଥିଲେ ଆକ୍ରାନ୍ତ

ଚୀନରେ କରୋନା ଭାଇରସର ପ୍ରକୋପ ବିଷୟରେ ସର୍ବପ୍ରଥମେ ଚେତାବନୀ ଦେଇଥିବା ଡାଙ୍କରଙ୍କ ମୃତ୍ୟୁ। ଜୀବନ ସହିତ ସଂଗ୍ରାମ କରୁଥିବା ଡାକ୍ତର ଲି ୱେନଲିୟାଙ୍ଗ ଶୁକ୍ରବାର ସକାଳେ ଚିକିତ୍ସା ସମୟରେ ଆଖି ବୁଜିଛନ୍ତି। ଉହାନ ସେଣ୍ଟ୍ରାଲ ହସପିଟାଲ ପକ୍ଷରୁ ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ତାଙ୍କ…