Browsing Tag

doctor misbehave patient

ରାଉରକେଲା ଆଇଜିଏଚ୍‌ରେ ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ରାଉରକେଲା ଆଇଜିଏଚ୍‌ରେ ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଛେଣ୍ଡ କଲୋନୀର କ୍ୟାନସର ପୀଡ଼ିତ ମୋନାଲିସା ଦାସ ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ଆଇଜିଏଚ୍‌ କର୍ତ୍ତୃପକ୍ଷ ଚାଲିବାକୁ ଅସମର୍ଥ ଥିବା ପୀଡ଼ିତାଙ୍କୁ ହ୍ଵିଇଲ୍‌ ଚେୟାରଟିଏ ବି ଦେଇନଥିଲେ । ଏହାସହ ଚିକିତ୍ସା ବେଳେ ତାଙ୍କ ସ୍ନାୟୁ…