Browsing Tag

doctor sushil

୧୦ ଦିନ ପରେ ଗଙ୍ଗାରୁ ମିଳିଲା ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଗାୟବ ଥିବା ଡାକ୍ତର ସୁଶୀଲଙ୍କ ଶବ

କାନପୁର ସହରର ଇନ୍ଦିରା ନଗର ସ୍ଥିତ ଡିଭିନିଟି ହୋମ ଆପାର୍ଟମେଣ୍ଟରେ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଫେରାର ଥିବା ଡାକ୍ତର ସୁଶୀଲଙ୍କ ଶବ ଦଶ ଦିନ ପରେ ଗଙ୍ଗାରୁ ମିଳିଛି। ଘଟଣା ପରେ ତାଙ୍କୁ ଗଙ୍ଗାର ଅଟଳ ଘାଟରେ ଶେଷ ଥର ପାଇଁ ପ୍ରତ୍ୟକ୍ଷଦର୍ଶୀମାନେ ଦେଖିଥିଲେ। ତା ପରଠାରୁ ସେ ଫେରାର…