Browsing Tag

doctor’s big heart

ଡାକ୍ତରଙ୍କ ମହାନତା: ଲକ୍ ଡାଉନ୍ ଯୋଗୁ ଘରକୁ ଫେରି ପାରୁନଥିବା ଜଣେ ରୋଗୀଙ୍କୁ ଛାଡିବା ପାଇଁ ଗଲେ ୧୪୦ କିଲୋମିଟର

ସମ୍ବଲପୁର: କେତେବେଳେ ରୋଗୀଙ୍କୁ ଆର୍ଥିକ ସହାୟତା ତ କେତେବେଳେ ରୋଗୀଙ୍କୁ ଘରେ ରଖି ଚିକିତ୍ସା କରି ଲୋକଲୋଚନକୁ ଆସିଥିବା ଭୀମସାରର ବରିଷ୍ଠ ଆବାସିକ ଡାକ୍ତର ଏବେ ପୁଣି ଚର୍ଚ୍ଚାରେ। ଜଣେ ଅସହାୟ ମହିଳା ରୋଗୀଙ୍କୁ ୧୪୦ କିଲୋମିଟର ଦୁରରେ ଥିବା ତାଙ୍କ ଘରେ ଛାଡିକି ଆସିଛନ୍ତି। ବରଗଡ଼…