Browsing Tag

doctors dance

ସଲମାନ ଖାନଙ୍କ ଗୀତରେ ଡ୍ୟାନ୍ସ କରି ଭାଇରାଲ ହେଲେ ଏହି ସ୍ୱାସ୍ଥ୍ୟକର୍ମୀ, ଦେଖନ୍ତୁ ଥରେ ଭିଡିଓ

ସାରା ଦେଶରେ କରୋନାକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । କେଉଁଠି ହସ୍ପିଟାଲରେ ବେଡ୍ ମିଳୁନି ଅନ୍ୟ କେଉଁଠି ଅକ୍ସିଜେନର ଅଭାବ ଦେଖାଦେଲାଣି । ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଥିବା କର୍ମଚାରୀ ଅନେକ ପରିଶ୍ରମ କରୁଛନ୍ତି । ଏହାମଧ୍ୟରେ ଅନେକ ଭିଡିଓ ଭାଇରାଲ ମଧ୍ୟ ହୋଇଛି । ଆଜି ଆମେ ଆପଣଙ୍କ…