Browsing Tag

doctors problem

ଦେଶରେ ଦୂର ହେବ ଡାକ୍ତର ସଂକଟ, ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ଚିକିତ୍ସା । ଏଭଳି ଅନେକ ଖବର ଆପଣ ରାଜ୍ୟ ତଥା ସାରା ଦେଶରୁ ପ୍ରତିଦିନ ପାଉଥିବେ । ତେବେ ଡାକ୍ତର ସଂକଟ ଦୂର କରିବା ଲାଗି ସରକାର ଗତ ଦୁଇ ବର୍ଷ ତଳୁ ପ୍ରଚେଷ୍ଟା ଆରମ୍ଭ କରି ସାରିଛନ୍ତି । ବିଭିନ୍ନ ସରକାରୀ ମେଡିକାଲ…