Browsing Tag

dog attack

ପୁଣି କୁକୁର ଆତଙ୍କ: ୨୨ ମିଟର ଯାଏଁ ଘୋଷାଡ଼ି ନେଇ ଗୋଡ଼ରୁ ପୁଳେ ମାଂସ ନେଇଗଲା ରଟ୍‌ଓ୍ଵିଲର ବ୍ରିଡ୍‌ କୁକୁର, କରିବାକୁ…

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ କୁକୁର କାମୁଡ଼ିବା ମାମଲା ଲଗାତର ସାମ୍ନାକୁ ଆସୁଛି। ଏଠାରେ ପ୍ରତିଦିନ କୁକୁର କାମୁଡ଼ିବା ଯୋଗୁ ଲୋକମାନେ ଗୁରୁତର ହେଉଛନ୍ତି। ତେବେ ଏଥରକ ଏଠାରେ କୁକୁର କାମୁଡ଼ିବାର ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ଦେଖିବାକୁ ମିଳିଛି, ଯାହା ସବୁଠୁ ଅଧିକ…

କୁକୁର ଆକ୍ରମଣରୁ ନିଜ ଭଉଣୀକୁ ରକ୍ଷା କରି ସୋସିଆଲ୍‌ ମିଡିଆରେ ହିରୋ ବନିଗଲେ ୬ ବର୍ଷର ପିଲା, ପ୍ରଶଂସା କଲେ ଆମେରିକାର…

ଜଣେ ୬ ବର୍ଷର ବାଳକ ନିଜର ଭଉଣୀକୁ କୁକୁର ମୁହଁରୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି । ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ପିଲାଟି ପ୍ରତି ପ୍ରଶଂସାର ସୁଅ ଛୁଟିଛି । ତା’ର ସାହସୀକତା ପାଇଁ ଆମେରିକାର ଅଭିନେତ୍ରୀ ଆନି ହାଥ୍‌େଓ୍ଵ ମଧ୍ୟ ପିଲାଟିକୁ ଟ୍ଵିଟ୍‌ର ହାଣ୍ଡେଲ୍‌ରେ…

ମୟୂରଭଞ୍ଜ ଠାକୁରମୁଣ୍ଡା ବଜାର ଅଞ୍ଚଳରେ ମାତିଛି ପାଗଳ କୁକୁର, ୨ଦିନରେ ୨୦ଆହତ

ମୟୂରଭଞ୍ଜ: ମାତିଛି ପାଗଳା କୁକୁର। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାର ନିକଟବର୍ତ୍ତି ଅଞ୍ଚଳରେ ପାଗଳ କୁକୁର ଆତଙ୍କ । ୨ଦିନ ମଧ୍ୟରେ ପ୍ରାୟ ୨୦ଜଣ କୁକୁର କାମୁଡାରେ ଆହତ ହୋଇଛନ୍ତି । ଆହତମାନେ ଠାକୁରମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତେବେ ଏଠାରେ…

ବ୍ରାହ୍ମଣୀପାଳରେ ପାଗଳା କୁକୁର ଆତଙ୍କ ; ଗର୍ଭବତୀ ମହିଳାଙ୍କୁ ଆକ୍ରମଣ

ଘଟଗାଁ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଳରେ ପାଗଳା କୁକୁର ଆତଙ୍କ। 2 ଦିନ ମଧ୍ୟରେ 20ରୁ ଉର୍ଦ୍ଧ୍ବ ଲୋକଙ୍କୁ କୁକୁର ଆକ୍ରମଣ କରିଥିବା ବେଳେ ଜଣେ ଶିଶୁ ଗୁରୁତର ଅବସ୍ଥାରେ କେନ୍ଦୁଝର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । କିଛି ଆହତ ବ୍ରାହ୍ମଣୀପାଳ…