Browsing Tag

dog bite

କୁକୁର କାମୁଡିବାର ୧୦ ମିନିଟ ଭିତରେ କରନ୍ତୁ ଏହି କାମ, ନଚେତ ଜୀବନ ଉପରେ ଆସିପାରେ ବିପଦ

ପିଲାବେଳେ ପ୍ରାୟତଃ କୁକୁରର ଭୟ ଦେଖାଇ ଖୁଆଇଦିଏ ମାଆ। କହୁଥାଏ କୁକୁର କାମୁଡିଦେଲେ ପେଟରେ ୧୪ଟି ଇନଜେକସନ୍‌ ଲାଗିବ କୁହେ। ମୁନିଆ ଆଉ ବଡ ବଡ ଦାନ୍ତ ଥିବା କୁକୁରକୁ ଦେଖି ଡର ବି ଲାଗିଥାଏ। ତେବେ ୧୪ଟି ଇନଜେକସନ୍‌ ଲାଗିବ କି ନାହିଁ ତାହା ତ ଡାକ୍ତର କହିବେ। ଆଉ ଯଦି ଇନଜେକସନ୍‌…

ବାଇକ ଚଲେଇବା ବେଳେ କୁକୁର ହଇରାଣ କରୁଛି କି ? ଜାଣନ୍ତୁ ସହଜ ଉପାୟ

ଆପଣ ଯିବା ଆସିବା ସମୟରେ ରାସ୍ତାଘାଟରେ କୁକୁର ଭୁକିବାର ପ୍ରତିଦିନ ଦେଖିବାକୁ ପାଉଥିବେ । ଆଉ ଏଭଳି ଦେଖି ଲାଗିବ ଯେମିତି ସତରେ କୁକୁରଟି ଆସି ଯେମିତି କାମୁଡି ପକେଇବ । ଯେମିତି କୁକୁର ଆଉ ବାଇକ ସହ ବହୁ ପୂର୍ବର ଶତ୍ରୁତା ରହିଛି । ପ୍ରାୟ ରାସ୍ତା ଉପରେ ବ୍ୟକ୍ତିଟି ଯିବାଆସିବା ସମୟରେ କୁକୁର…

ମୁହଁ ଚାଟିଦେଲା କୁକୁର, ୪ ଦିନ ଭିତରେ ହୋଇଗଲା ମାଲିକର ମୃତ୍ୟୁ

ମଣିଷର ସବୁଠାରୁ ବିଶ୍ୱାସଯୋଗ୍ୟ ସାଙ୍ଗ ହେଉଛି କୁକୁର। କିନ୍ତୁ ଆପଣ ଜାଣିଛନ୍ତି କି, କୁକୁରମାନେ ହାତ, ଗୋଡ଼, ମୁହଁ ଚାଟିବା କେତେ କ୍ଷତିକାରକ ହୋଇଥାଏ? ନିକଟରେ ୟୁକେରେ ଘଟିଥିବା ଏକ ଘଟଣା ଏବେ ସାମ୍ନାକୁ ଆସିଛି। ୟୁକେର ଜଣେ ବ୍ୟକ୍ତିଙ୍କ ପାଳିତ କୁକୁର ତାଙ୍କ ମୁହଁକୁ ଥରେ ଚାଟିଦେଇଥିଲା।…

ଜାଣନ୍ତୁ କୁକୁର, ବିଲେଇ ଏବଂ ମାଙ୍କଡ କାମୁଡିବାର କେତେ ଘଣ୍ଟା ଭିତରେ ଟୀକା ନେବା ଜରୁରୀ !

କୁକୁର, ବିଲେଇ, ଗଧିଆ, ବିଲୁଆ, ନେଉଳ, ମାଙ୍କଡ ଭଳି ପଶୁ ଏମିତି ଅଛନ୍ତି ଯେଉଁମାନେ କାମୁଡିବା ଦ୍ବାରା ଜୀବନକୁ ନେଇଗଲା ଭଳି ଭାଇରାଲ ରୋଗ ହୋଇଥାଏ। ଯାହାକୁ ରିଭେଜ କୁହାଯାଏ। କୌଣସି ପଶୁ କାମୁଡିଲେ ବା ଆନିମାଲ ବାଇଟ୍ ପରେ ୭୨ ଘଣ୍ଟା ଭିତରେ ଯଦି ଡାକ୍ତରଙ୍କୁ ନଦେଖାଇଲେ ଆପଣଙ୍କ ଜୀବନ ମଧ୍ୟ…

ମା ଗଜଲକ୍ଷ୍ମୀଙ୍କ ପୂଜା ବେଳେ ପାଗଳ କୁକୁରର ଆତଙ୍କ, ୧୫ ଜଣଙ୍କୁ କାମୁଡି କଲା ଗୁରୁତର

ଢେଙ୍କାନାଳ : ମା ଗଜଲକ୍ଷ୍ମୀଙ୍କ ପୂଜା ବେଳେ ପାଗଳ କୁକୁରର ଆତଙ୍କ । କାଞ୍ଚନ ବଜାର, ବାଜିଚୌକରେ ପ୍ରାୟ ୧୫ ଜଣଙ୍କୁ ପାଗଳ କୁକୁର କାମୁଡିଛି । ଫଳରେ ଲୋକେ ଯାତ୍ରା ଯିବାକୁ ଭୟ କରୁଛନ୍ତି । ସେପଟେ କୁକୁର କାମୁଡାରେ ଆହତ ହୋଇ ଲୋକେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି ।…