Browsing Tag

dog child dead

ରାଜଧାନୀରେ ହୃଦୟହୀନ କାର ଚାଳକ, ଦୁଇ କୁକୁର ଛୁଆଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି, ରାସ୍ତା ଉପରେ ଛଟପଟ ହୋଇ ମରିଗଲେ…

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଆଇଆରସି ଭିଲେଜରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଦୁଇ କୁକୁର ଛୁଆଙ୍କ ଉପରେ ଏକ ଅଜଣା ଗାଡ଼ି ଚଢ଼ାଇ ମାରିଦେଲା । ରାସ୍ତା ଉପରେ କିଛି ସମୟ ଛଟପଟ ହେବାପରେ କୁକୁର ଦୁଇଟି ମରି ଯାଇଥିଲେ । ଗାଡ଼ି ଚାଳକ ଚଢ଼ାଇବା ପରେ ସେହି ସ୍ଥାନରୁ ପଳାଇ ଯାଇଥିଲା…