Browsing Tag

dog foods sella as besan

କୁକୁର ଖାଦ୍ୟକୁ ବେସନ କହି ବିକ୍ରି କରୁଛନ୍ତି ଦୋକାନୀ, ପଚାରିଲେ କହୁଛନ୍ତି ମୁଁ ପାଠ ପଢିନି.. ଇଂରାଜୀରେ କଣ..

ସାଲେପୁର : କୁକୁର ଖାଦ୍ୟକୁ ବେସନ କହି ଦୋକାନରେ ବିକ୍ରି ହେଉଥିବା ଅଭିଯୋଗ । କଟକ ସାଲେପୁର ପାଇକରାପୁର ଗାଁରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଆମେରିକା କମ୍ପାନୀର କୁକୁର ଖାଦ୍ୟ ପ୍ୟାକେଟକୁ ଗାଁର ଛୋଟ ଛୋଟ ଦୋକାନରେ ବେସନ କହି ଦୋକାନୀ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏହା ଜାଣିବା…