Browsing Tag

dog in hospital bed

ଡାକ୍ତରଖାନା ବେଡରେ କୁକୁରଙ୍କ ଖଟି, ନବରଙ୍ଗପୁରର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏହି ଘଟଣା

ନବରଙ୍ଗପୁର(କେନ୍ୟୁଜ୍): ଆଜିକାଲି ବିଭିନ୍ନ ଡାକ୍ତରଖାନାରେ ରୋଗୀଙ୍କୁ ବେଡ୍ ମିଳୁନଥିବା ଖବର ନଜିର ରହିଛି। ଯାହାଫଳରେ ତଳେ ଶୋଇ ଚିକିତ୍ସିତ ହୋଇଥାନ୍ତି ରୋଗୀ । ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଡାକ୍ତରଖାନାର ଅବ୍ଯବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବଭାବିକ…