Browsing Tag

DOG IN O.T

ଅପରେସନ୍ ଥିଏଟରରୁ ଗୋଡ଼ ନେଇଗଲା କୁକୁର

ବକ୍ସର : ଅପରେସନ୍ ଥିଏଟରରେ କୁକୁର । ପୁଣି ଜଣେ ବ୍ୟକ୍ତିଙ୍କର ଅପରେସନ୍ ଚାଲିଥିବା ବେଳେ ତାଙ୍କ କଟା ଗୋଡ଼ଟି ନେଇ ଚମ୍ପଟ ମାରିଲା କୁକୁର । ଏଭଳି ଘଟଣା ଘଟିଛି ବିହାରର ବକ୍ସର ଅଞ୍ଚଳରେ ଥିବା ଏକ ଡାକ୍ତରଖାନାରେ । ଘଟଣାରୁ ଜଣାପଡ଼ିଛି ଯେ ରାମନାଥ ମିଶ୍ରା ନାମକ ଜଣେ ବ୍ୟକ୍ତି ବକ୍ସରରୁ ଆରା…