Browsing Tag

dog lost

୮ କୋଟି ଟଙ୍କାର କୁକୁର ହେଲା ନିଖୋଜ, ଯିଏ ଖୋଜି ଆଣିବ, ତାକୁ ମିଳିବ ୧ ଲକ୍ଷ ଟଙ୍କାର ପୁରସ୍କାର !

କର୍ଣ୍ଣାଟକର ବାଙ୍ଗାଲୋରସ୍ଥିତ ହନୁମନ୍ତନଗର ଥାନାରେ ଜଣେ ବ୍ୟକ୍ତି ନିଜ ୮ କୋଟି ଟଙ୍କାର କୁକୁର ଗାୟବ ହୋଇଯିବା ନେଇ ଏତଲା ଦେଇଛନ୍ତି। ଚେତନ ଏନ ନାମକ ବ୍ୟକ୍ତିଙ୍କ କହିବା ହେଲା, ଯିଏ ବି ଏହି କୁକୁରକୁ ଖୋଜି ଆଣିବ, ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। କୁହାଯାଉଛି, କୁକୁରଟି…