Browsing Tag

dog save life

ଘରେ ଲାଗିଯାଇଥିଲା ଭୟଙ୍କର ନିଆଁ କିନ୍ତୁ ପୋଷା କୁକୁର ପାଇଁ ବଞ୍ଚିଗଲା ଜୀବନ

ଆମେରିକାର ଆଲାବାମାରେ ରହୁଥିବା ଏକ ପରିବାର ନିଜର ପୋଷା କୁକୁର ପାଇଁ ମୃତ୍ୟୁମୁଖରୁ ଫେରି ଆସିଛନ୍ତି । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ କୁକୁରଟି କ୍ରମାଗତ ଭାବରେ ଭୁକିବା ସହ ପରିବାରକୁ ନିଦରୁ ଉଠାଇ ଦେଇଥିଲା । ତେବେ ପରିବାରର ସଦସ୍ୟମାନେ ଉଠିବା ପରେ ଦେଖିଥିଲେ ଯେ ସମ୍ପୂର୍ଣ୍ଣ ଘରେ…