Browsing Tag

dog saves

ବିଶ୍ବସ୍ଥ ପ୍ରାଣୀ ବୋଲି କଲା ପ୍ରମାଣ, ଜୀବନକୁ ବାଜି ଲଗାଇ ନାଗ ସାପ ସହ ଲଢ଼ି ବଞ୍ଚାଇଲା ମାଲିକର ପ୍ରାଣ

ଆଜିକାଲିର ସମୟରେ ସହଜରେ କାହାକୁ ଭରସା କରିହେଉନାହିଁ। କେଉଁଠି ଭାଇ ଭାଇର ଶତ୍ରୁ ପାଲଟିଯାଉଛି ତ କେଉଁଠି ପୁଅ ବାପର ଶତ୍ରୁ ପାଲଟୁଛି। ଯେଉଁ ସମୟରେ ମଣିଷ ଉପରେ ଭରସା କରିହେଉ ନାହିଁ ସେହି ସମୟରେ ଏକ କୁକୁର ପାଲଟିଛି ବିଶ୍ବସନୀୟତାର ଜ୍ବଳନ୍ତ ଉଦାହରଣ। ଯିଏ କି ନିଜ ପ୍ରାଣର ଆହୁତି ଦେଇ…