Browsing Tag

dog sophy

ଲକ୍ଷ୍ନୋରେ ଆୟୋଜିତ ଡଗ୍ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ଅଧିକାର କଲା ରାୟଗଡା ପୋଲିସର ସନ୍ଧାନୀ କୁକୁର…

ରାୟଗଡା: ୧୬ ରୁ ୨୦ ଜୁଲାଇ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଲକ୍ଷ୍ନୋରେ ଆୟୋଜିତ ୬୨ତମ ଅଖିଳ ଭାରତୀୟ ପୋଲିସ୍ ଡ୍ୟୁଟି ମିଟ୍ ୨୦୧୯ରେ ଡଗ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଭିନ୍ନ ରାଜ୍ୟରୁ ୪୧ଟି ଡଗ୍ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଓଡିଶାର ରାୟଗଡାର ଡଗ୍ 'ସୋଫି'…