Browsing Tag

dog viral video

ଅନାଥ ବତକଙ୍କ ମୁରବୀ ସାଜିଛି କୁକୁର , ସ୍ନେହଁ-ମମତାର ଡୋରିରେ ବତକ ଛୁଆ ଭୁଲି ଗଲେ ମା’କୁ ହରାଇବାର ଦୁଃଖ

ଭଗବାନଙ୍କ ସୃଷ୍ଟି ବଡ଼ ବୈଚିତ୍ୟମୟ । ଏଠି ବହୁତ କିଛି ଅସମ୍ଭବ କଥା ଦେଖିବାକୁ ମିଳିଥାଏ । ଖାଦ୍ୟ ଖାଦକରେ ମଧ୍ୟ ଦେଖିବାକୁ ମିଳେ ଅନାବିଳ ପ୍ରେମ । ଯେଉଁଠି ଏକ କୁକୁର ପାଲଟିଛି କିଛି ବତକ ଛୁଆଙ୍କ ପାଇଁ ବାପ ଓ ମା’ । ଏହି ବତକ ଛୁଆଙ୍କର ମା’ ଚାଲିଗଲା ପରେ ସେଗୁଡିକ ମା’ ଛେଉଣ୍ଡ ହୋଇଯାଇଥିଲେ…

କୁକୁରକୁ ଉଠାଇ ନେଇଗଲା କଲରାପତରିଆ ବାଘ! ନାସିକରୁ ଆସିଲା ଛାତିଥରା ସିସିଟିଭି ଫୁଟେଜ, ଆପଣ ବି ଦେଖି ନିଅନ୍ତୁ

ମହାରାଷ୍ଟ୍ର ନାସିକର ଏକ ଗାଁରେ ଏକ କଲରାପତରିଆ ବାଘ ଜନବସତି ଅଞ୍ଚଳକୁ ପଶି ଆସିଥିଲା। ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ବାଘଟି ଏକ ପୋଷା କୁକୁର ଉପରେ ମଧ୍ୟ ଆକ୍ରମଣ କରିଛି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭୟଙ୍କର ଘଟଣାର ଭିଡିଓ ୟୁଜରମାନଙ୍କ ହୋଶ୍‌ ଉଡ଼ାଇ…

ଛାଡି ଚାଲିଗଲା ମାଆ, ଛେଳି ଛୁଆକୁ ସ୍ତନ୍ୟପାନ କରାଇ ମାତୃତ୍ୱର ସ୍ନେହ ଅଜାଡି ଦେଲା ବୁଲା କୁକୁର

ରାଇରଙ୍ଗପୁର(କେନ୍ଯୁଜ୍): ଛାଡି ଚାଲିଗଲା ମାଆ, ମାତୃତ୍ୱ ଦେଖାଇଲା କୁକୁର। ନିଜ ଛାତିରୁ ଅଜାଡିଦେଲା କ୍ଷୀର। ଜମା ବି ଭାବିଲାନି କିଏ ପର କିଏ ଆପଣାର, ପର ପିଲାର ଜୀବନ ବଞ୍ଚାଇବାକୁ ଯାଇ ଛେଳିକୁ ସ୍ତନ୍ୟପାନ କରାଇଲା କୁକୁର। ଆଉ ପ୍ରମାଣ କରିଦେଲା ଦୁନିଆରେ ମାତୃତ୍ୱ ଠାରୁ ଆଉ କିଛି ବଡ…

ବଜାରକୁ ଯାଇ ବ୍ୟାଗରେ ପରିବା ଆଣୁଛି କୁକୁର, ଯାହାକୁ ଦେଖି ସମସ୍ତେ ହେଉଛନ୍ତି ଆଶ୍ଚର୍ଯ୍ୟ, ଭିଡ଼ିଓ ହେଉଛି ଖୁବ ଭାଇରାଲ

କୁହାଯାଏ ମଣିଷର ସବୁଠୁ ସଚ୍ଚୋଟ ସାଥି ହେଉଛି କୁକୁର। କାରଣ କୁକୁର ନିଜ ମାଲିକର ସବୁ କଥାକୁ ମାନିଥାଏ। ଯଦି କୁକୁରକୁ ଭଲ ଭାବେ ଟ୍ରେଣ୍ଡ କରାଯାଏ, ତେବେ ସେ ସବୁ କାମ କରିବା ପାଇଁ ସକ୍ଷମ ହୋଇଥାଏ। ସେସବୁ କାମକୁ ବହୁତ ଭଲ ଭାବେ କରିଥାଏ। ଆଜି ଆମେ ଏହି କୁକୁରର ଏକ ଜବରଦସ୍ତ ଭିଡ଼ିଓ…

ମାତୃତ୍ୱ ଦେଖେନି ପର ଆପଣା, ନିଜ ଛାତିର କ୍ଷୀରକୁ ଛେଳି ଛୁଆକୁ ପିଆଇଲା କୁକୁର

ଜଗତସିଂହପୁର (କେନ୍ୟୁଜ) : ଛାଡି ଚାଲିଗଲା ମାଆ, ମାତୃତ୍ୱ ଦେଖାଇଲା କୁକୁର। ନିଜ ଛାତିରୁ ଅଜାଡିଦେଲା କ୍ଷୀର। ଜମା ବି ଭାବିଲାନି କିଏ ପର କିଏ ଆପଣାର, ପର ପିଲାର ଜୀବନ ବଞ୍ଚାଇବାକୁ ଯାଇ ଛେଳିକୁ ସ୍ତନ୍ୟପାନ କରାଇଲା କୁକୁର। ଆଉ ପ୍ରମାଣ କରିଦେଲା ଦୁନିଆରେ ମାତୃତ୍ୱ ଠାରୁ ଆଉ କିଛି ବଡ…

ଦୁଇ କୁକୁର ଲଢ଼େଇରେ ଲାଭ ଉଠାଇଲା ତୃତୀୟ, ଲୁଚି ଛପି କରିଦେଲା ଏମିତି, ଭିଡ଼ିଓ ଭାଇରାଲ

କଥାରେ ଅଛି ‘ଦ୍ୱୟଃ ର୍ବିବାଦେ ତୃତୀୟଶ୍ଚ ଲାଭଃ’ ଅର୍ଥାତ- ଦୁଇଜଣଙ୍କ ବିବାଦରେ ତୃତୀୟ ବ୍ୟକ୍ତି ଲାଭ ଉଠାଇଥାଏ । ଏହା କେବଳ ମଣିଷ କରିଥାନ୍ତି ତାହା ନୁହେଁ । ପଶୁ ବି ଏମିତି କରି ଦେଖାଇଛି । ଯାହାକୁ ଦେଖିଲେ ଆପଣ ନହସି ରହିପାରିବେ ନାହିଁ । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ…

ଡିଜେ ତାଳେ ତାଳେ କୁକୁର କଲା ଜବରଦସ୍ତ ଡ୍ୟାନ୍ସ, ଲୋକେ କହିଲେ ‘DISCO DANCER’

ଜୀବଜନ୍ତୁଙ୍କ ଭିଡିଓ ହେଉ ଅବା ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଆପଣ ନିଶ୍ଚିତ ଦେଖିଥିବେ। ମାଙ୍କଡ, ବିଲେଇ, ହାତୀ, କୁକୁର ଭଳି ଜନ୍ତୁଙ୍କର ଅନେକ ମଜାଳିଆ ଭିଡିଓ ମଧ୍ୟ ଦେଖିଥିବେ। ଟ୍ରେନିଂ ପରେ ଅନେକ ଜୀବଜନ୍ତୁ ପରଫର୍ମ କରୁଥିବା ମଧ୍ୟ ଦେଖିଥିବେ। କିନ୍ତୁ ଆପଣ କେବେ କୁକୁରକୁ…

କୁକୁରର ଅଜବ କାର୍ଯ୍ୟ : ଲୋକଙ୍କୁ ଦେଖି ଚିଡ଼େଉଥିଲା କୁକୁର, ପଡ଼ୋଶୀ କଲେ ଅଭିଯୋଗ

ନୂଆଦିଲ୍ଲୀ : ସାଧାରଣତଃ ଲୋକେ ଅନ୍ୟକୁ ଚିଡ଼େଇଥିବାର ଦେଖାଯାଏ । କେହି କେହି ମୁହଁରେ ବିକୃତ ଅଙ୍ଗଭଙ୍ଗୀ କରି ଅନ୍ୟକୁ ଚିଡ଼େଇଥାନ୍ତି । ହେଲେ ଏକ କୁକୁର ମଣିଷ ଭଳି ଅନ୍ୟକୁ ଚିଡ଼େଉଥିବା କେହି କେବେ ଦେଖି ନଥିବେ । ଏବେ ସୋସିଆଲ ମିଡ଼ିଆରେ ଏହି କୁକୁରର ଅଙ୍ଗଭଙ୍ଗୀ ବେଶ ଭାଇରାଲ ହେବାରେ ଲାଗିଛି…

ପିଚୁରେ ଫସିଥିବା କୁକୁରକୁ ଦେଖି ଲୋକେ ଭାବିଲେ କଳା ପଥର, ଭାଇରାଲ ହେଲା ଭିଡ଼ିଓ

ସାଧାରଣତଃ କୁହାଯାଏ ମଣିଷ ଓ ପଶୁଙ୍କ ମଧ୍ୟରେ ଥିବା ସମ୍ପର୍କ ବହୁତ ନିବିଡ଼ ହୋଇଥାଏ। ଅନେକ ସମୟରୁ ଆମେ ଦେଖିଛେ ମଣିଷ ନିଜ ଜରୁରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ପଶୁ ପାଳନ କରିଥାଏ। ଭାରତରେ ଅନେକ ଲୋକ ଗୋମାତାଙ୍କ ସମେତ ବହୁ ପଶୁ ପକ୍ଷୀଙ୍କୁ ଘରେ ରଖି ପାଳନ କରିଥାନ୍ତି। କିଛି ଲୋକ କ୍ଷୀର…

ବୁଲା କୁକୁରକୁ ଖାଇବାକୁ ଦେଇ ଅତି ସ୍ନେହରେ ଉଠାଇଲେ କୋଳକୁ , ଆଉ ହସି ହସି ଫିଙ୍ଗିଦେଲେ ନଈକୁ, ଦେଖନ୍ତୁ ଭାଇରଲ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଆଜିକାଲି ବହୁତ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ଠିଆ ହୋଇଥିବା ଏକ କୁକୁରକୁ ଅତି ସ୍ନେହର ସହିତ ଉଠାଇ ହ୍ରଦ ଭିତରକୁ ଫିଙ୍ଗି ଦେଉଛନ୍ତି। ତେବେ ଏହି ଭିଡିଓଟି ଭୋପାଳର ବଡ ହ୍ରଦ ନିକଟରେ ବୋଲି ଜଣାପଡିଛି। ଭୋପାଳର ଭିଭିଆଇପି ରୋଡରେ…

କୁକୁରକୁ ବାଇକ ପଛରେ ବାନ୍ଧି ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଘୋସାଡିଲେ ଏହି ନିଷ୍ଠୁର ବ୍ୟକ୍ତି, ଦେଖନ୍ତୁ ଏହି ଭିଡିଓ

କୁନି ଶରୀରରେ ରକ୍ତ ଯୁଡୁବୁଡୁ , ପାଟି ଖୋଲି କିଛି କହି ପାରୁନି । ଏହି ଭିଡିଓ କ୍ଲିପ ଉପରେ ନଜର ପକାନ୍ତୁ, ଆପଣ ମଧ୍ୟ ଏହାକୁ ଦେଖି ଭାବିବେ ସତରେ କଣ ମଣିଷ ଏତେ ନିଷ୍ଠୁର । ମାନବିକତା ଧୀରେ ଧୀରେ ଲୋପ ପାଇଯାଉଛି । ମଣିଷର ଏକ ନିରିହ ଜୀବ ପ୍ରତି ଏଭଳି କୁଚିତ ବ୍ୟବହାର ଦେଖି ଆପଣଙ୍କ ଗୋଡ…

ଏହି କୁକୁରର ଗୀତ ଶୁଣିଲେ ଆପଣ ବି ହୋଇଯିବେ ତାର ଫ୍ୟାନ, ଥରେ ଶୁଣନ୍ତୁ ‘ଜୋଇ’ର ଗୀତ

ଆପଣ କେବେ କୁକୁରକୁ ଗୀତ ଗାଉଥିବା ଦେଖିଛନ୍ତି । ଛାଡ଼ନ୍ତୁ ଗୀତ ତ ବହୁତ ବଡ କଥା କେବେ କୁକୁର କୌଣସି ରାଗ ଗାଉଥିବାର ଶୁଣିଛନ୍ତି । କେବେ ଦେଖି ନଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖିବୁ । ଆଜି ଆପଣ ଦେଖିବେ ଯେ ଏକ କୁକୁର ତାଳ ସହିତ ରାଗ ବି ଉଠଉଛି ଏମିତି ରାଗ ଯାହା ଶୁଣିଲେ ଆପଣ ନିଜ ହସକୁ…