Browsing Tag

dog with super long nose

ଲମ୍ବାନାକବାଲା ଏହି କୁକୁର ଯାହାକୁ ପବ୍ଲିକଙ୍କ ଠାରୁ ମିଳୁଛି ଏତେ ମାତ୍ରାରେ ଭଲପାଇବା

ଦେଖନ୍ତୁ ଏହି କୁକୁରକୁ ଯାହାର ନାମ ହେଉଛି Eris ଏବଂ ବୟସ ପାଖାପାଖି ଏକ ବର୍ଷ । ଏରିଶ ଏକ ଏପରି କୁକୁର ଯାହାର ନାକ ବାକି କୁକୁର ମାନଙ୍କଠାରୁ ବହୁତ ଲମ୍ବା । ଯଦି ଆପଣ ଏହି କୁକୁରକୁ ଦେଖି ଭାବୁଥାନ୍ତି ଯେ ଏହାର ନାକ କାଟିବାକୁ ପଡିବ ତାହେଲେ ଆପଣ ଭୁଲ ଭାବୁଛନ୍ତି । କାରଣ ଏହି କୁକୁର ନିଜ…