Browsing Tag

doklam

ଚୀନର ଚାଲ୍ ! ପୁଣି ଡୋକଲାମରେ ଡ୍ରାଗନର ଅନୁପ୍ରବେଶ

କଥାରେ ଅଛି ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ । ଚୀନ୍‌ ଡୋକଲାମରେ ପୁଣି ତାର ଗତିବିଧି ଆରମ୍ଭ କରି ଦେଇଛି । ଲୁଚିଛପି କାମ କରୁଛି । ତେବେ ଏଥର ଏପର୍ୟ୍ୟନ୍ତ ଏହାକୁ ଭୁଟାନ୍‌ କିମ୍ବା ଭାରତ ବିରୋଧ କରି ନାହାନ୍ତି । ଆମେରିକାର ଦକ୍ଷିଣ-ମଧ୍ୟଏସିଆ ଅଧିକାରୀ ଏଲିସ୍‌ ଜି. ୱେଲସ…