Browsing Tag

DOLA PURNIMA

ଆଜି ଦୋଳ ପୂର୍ଣ୍ଣିମାରେ ଜମୁଛି ଦୋଳ ମେଲଣ, ସାହିକୁ ସାହି ବୁଲି ଭୋଗ ଖାଇବା ସହ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ

କେନ୍ୟୁଜ୍: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଗାଁଠୁ ସହର ଉତ୍ସବ ମୁଖର। ଜମୁଛି ଦୋଳ ମେଲଣ। ସାହିକୁ ସାହି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଭକ୍ତ ଭଗବାନଙ୍କ ମିଳନ ହେବ। ଏହି ଅବସରରେ ଅନେକ ସ୍ଥାନରେ ବାଡିଖେଳ ପରମ୍ପରା ମଧ୍ୟ ରହିଛି। ଗତ ଦୁଇ…

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୋଳ ଉତ୍ସବ, ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ(କେନ୍ଯୁଜ୍): ପବିତ୍ର ଦୋଳ ପୂର୍ଣ୍ଣିମା । ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୋଳ ଉତ୍ସବ ପାଳିତ ହେବ । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ଆସିବା ସହ ଭକ୍ତ ଓ ସେବାୟତଙ୍କ ସହ ମିଶି ଫଗୁ ଖେଳିବେ । ତେବେ ପରମ୍ପରା ଅନୁସାରେ…

ପାଞ୍ଚପିଢିର ଐତିହାସିକ ଦୋଳ ମେଳଣ ପାଇଁ ଉତ୍ସବ ମୁଖର କରଞ୍ଜିଆ, ଜମିଛି ଭକ୍ତଙ୍କ ସମାଗମ

କରଞ୍ଜିଆ(କେନ୍ଯୁଜ୍): ଦୋଳ ମହାମେଲଣ ଉତ୍ସବ । ଫଗୁ ଦଶମୀ ଦିନଠୁ ମନ୍ଦିରରୁ ବାହାରି ଘରକୁ ଘର ବୁଲି ଭୋଗଖାଇବା ସହ ଭକ୍ତଙ୍କ ସଙ୍ଗେ ରଙ୍ଗ ଖେଳୁଛନ୍ତି ରାଧାକୃଷ୍ଣ। ତିନିଦିନ ଧରି ବିଭିନ୍ନ ସ୍ଥାନ ଅନୁସାରେ କରଞ୍ଜିଆରେ ବି ଭୋଗ ଖାଇ ରଙ୍ଗ ଖେଳିବା ପରେ ପରମ୍ପରା ଅନୁସାରେ ଆଜି ପାହାନ୍ତାରୁ…

ଦୋଳ ପୂର୍ଣ୍ଣିମାରେ କାହିଁକି ପୂଜା ହୁଏ ଆମ୍ବ, ଚଣା ଓ ମହୁଲ; ଶୁଣନ୍ତୁ ବିଶିଷ୍ଟ ଗବେଷକଙ୍କ ମୁହଁରୁ…

''ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଛନ୍ତି ପରମାନନ୍ଦ ଅବିର ସଙ୍ଗେ ଝାଲେରୀ ମିଶାଇ, ଫଗୁ ଖେଳୁଛନ୍ତି ଯଦୁ ଗୋସାଇଁ।" ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥିକୁ ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ କରାଯାଇଛି । ସାଧାରଣତଃ ଫାଲଗୁନ…

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମାହାପ୍ରଭୁଙ୍କ ନିକଟରେ ଅବିର ଓ ଫଗୁ ଲାଗି ହେବ

ପୁରୀ(କେନ୍ୟୁଜ୍):  ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମାହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଠାକୁରଙ୍କୁ ଅବିର ଓ ଫଗୁ ଲାଗି ହେବ। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦିକୁ ଆସିବେ। ଏଠାରେ ଭକ୍ତ ଓ ସେବାୟତମାନଙ୍କ…

ବିମାନରେ ବସି ଘର ଘର ବୁଲି ଭୋଗ ଖାଉଛନ୍ତି ଦୋଳଗୋବିନ୍ଦ, ଦର୍ଶନ କରନ୍ତୁ

"ଦୋଳେଶ୍ଚ ଦୋଳଗୋବିନ୍ଦ ଚାପେଚ ମଧୁସୂଦନମ୍, ରଥେତ୍ୱଂ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ।" ଅର୍ଥାତ, ଦୋଳ ବିମାନରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ ଓ ରଥରେ ମହାପ୍ରଭୁ ଜଗନ୍ନାଥଙ୍କୁ ବାମନ ରୂପରେ ଦର୍ଶନ କଲେ ପୁନର୍ଜନ୍ମ ହୋଇନଥାଏ, ମନୁଷ୍ୟ ଜନ୍ମରୁ ମୁକ୍ତି ମିଳିଥାଏ। ଓଡ଼ିଆ…

ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା, ରୀତିନୀତି ଅନୁଶାରେ ଚାଲିଛି ପୂଜାର୍ଚ୍ଚନା

ଯାଜପୁର ଟାଉନ(କେନ୍ୟୁଜ୍):  ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ ।ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା । ମାଙ୍କ ବିଜେପ୍ରତିମା ଦୋଳମଣ୍ଡପ କୁ ଆସିବା ପରେ ସ୍ୱତନ୍ତ୍ର ରୀତିନୀତି ଅନୁଶାରେ ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ମା ବିରଜାଙ୍କ ନିକଟରେ ସେବକ ଜ୍ୟୋତ୍ୟିଷଙ୍କ…

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦୋଳପୂର୍ଣ୍ଣମୀ ନୀତି, ବିମାନରେ ଆସି ଫଗୁ ଖେଳିବେ ଶ୍ରୀଜିଉ

ପୁରୀ: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦୋଳପୂର୍ଣ୍ଣମୀ ନୀତି। ବିମାନରେ ଆସି ଫଗୁ ଖେଳିବେ ଶ୍ରୀଜିଉ। ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ-ଶ୍ରୀଦେବୀ ମନ୍ଦିରରୁ ଶୋଭାଯାତ୍ରାରେ ଆସି ଦୋଳବେଦୀରେ ପହଞ୍ଚିବେ। ସେଠାରେ ଫଗୁ ଖେଳିବେ। ଏହି…

ଆଜି ଦୋଳ ପୂର୍ଣ୍ଣିମା, ରାଜ୍ୟର କିଛି ଅଞ୍ଚଳରେ ଆଜି ପାଳନ ହେଉଛି ହୋଲି

ଚୌଦ୍ୱାର (କେ ନ୍ୟୁଜ୍‌) : ଆଜି ଦୋଳ ପୂର୍ଣ୍ଣିମା । ବିରଜା କ୍ଷେତ୍ର ଯାଜପୁର ଭଳି ରାଜ୍ୟର କିଛି ଜିଲ୍ଲାରେ ଆଜି ହୋଲି ପାଳନ କରାଯାଉଛି । ସେହିପରି ବିଭିନ୍ନ ସ୍ଥାନରେ ଦୋଳଗୋବିନ୍ଦ ପ୍ରଭୁ ଭୋଗ ଖାଇବା ସହ ଚାଲିଛି ଦୋଳ ମେଳଣ । କଟକ ଜିଲ୍ଲା ଚୌଦ୍ୱାର ଆଗ୍ରାହାଟରେ ୪୪ ମଣ୍ଡଳ ରାଜଦୋଳ ମେଳଣ…