Browsing Tag

doll stall

ବ୍ରହ୍ମପୁର ଖାସ୍ପା ସାହିରେ ପାରମ୍ପରିକ କଣ୍ଢେଇ ଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପାରମ୍ପରିକ କଣ୍ଢେଇ ଯାତ୍ରା ବ୍ରହ୍ମପୁର ଖାପ୍ସାସାହିରେ ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରା ଦେଖିବାକୁ ବ୍ରହ୍ମପୁର ସମେତ ସମଗ୍ର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ ଜମିଥିଲା। ୩ ଶହ ବର୍ଷ ଧରି ଏହି କଣ୍ଢେଇ ଯାତ୍ରା ପାଳିତ…