Browsing Tag

doller

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣି ହ୍ରାସ : ପ୍ରଥମ ଥର ୭୦ ଟଙ୍କା ଟପିଲା ବିନିମୟ ମୂଲ୍ୟ

ନୂଆଦିଲ୍ଳୀ : ଆମେରିକା ମୁଦ୍ରା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣି ହ୍ରାସ ପାଇଛି। ପ୍ରଥମ ଥର ପାଇଁ ୭୦ ଟଙ୍କା ଟପିଛି ବିନିମୟ ମୂଲ୍ୟ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଆଜି ୭୦ ଟଙ୍କା ୮ ପଇସାରେ ପହଞ୍ଚିଛି। ଟଙ୍କାର କାରବାର ଆଜି ଡଲାର ତୁଳନାରେ ୬୯ ଟଙ୍କା ୮୪ ପଇସାରୁ ଆରମ୍ଭ…