Browsing Tag

dolphin counting in bramhagiri puri

ବ୍ରହ୍ମଗିରିରେ ଚାଲିଛି ଡଲଫିନ୍‌ ଗଣନା , ପୁରୀ ୱାଇଲ୍ଡ ଲାଇଫ୍‌ ଡିଭିଜନର ୧୦ଟି ଟିମ୍‌ ସାମିଲ

ବ୍ରହ୍ମଗିରି(କେନ୍ୟୁଜ୍) : ପୁରୀ ବ୍ରହ୍ମଗିରିରେ ଆରମ୍ଭ ହୋଇଛି ଡଲଫିନ୍‌ ଗଣନା । ପୁରୀ ୱାଇଲ୍ଡ ଲାଇଫ୍‌ ଡିଭିଜନର ୧୦ଟି ଟିମ୍‌ ଏହି ଗଣନା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବାହାର ଚିଲିକାରେ ୧୦ଟି ଟିମରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ କର୍ମୀ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ୩ଟି ଟିମ୍‌…