Browsing Tag

domestic violence

ଘରୋଇ ହିଂସାକୁ ନେଇ ୨ଗୋଷ୍ଠି ମଧ୍ୟରେ ଉତ୍ତେଜନା: ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କଲେ ମହିଳା, ୫ ଆହତ

ବାରିପଦା(କେନ୍ୟୁଜ): ଘରୋଇ ହିଂସାକୁ ନେଇ ୨ଗୋଷ୍ଠି ମଧ୍ୟରେ ଉତ୍ତେଜନା । ଦିନ ଦୁଇ ପ୍ରହରରେ ଭୁଜାଲିରେ ଆକ୍ରମଣ କଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ସଦର ଥାନା ସିନ୍ଦୁରଗୌରା ଅଂଚଳରେ ଘରୋଇ ହିଂସାକୁ ନେଇ ୨ଗୋଷ୍ଠି ମଧ୍ୟରେ ଉତ୍ତେଜନା । ସଙ୍ଘବଦ୍ଧ ଭାବେ କିଛି ମହିଳା ଅନ୍ୟ ଏକ ଗୋଷ୍ଠିର ମହିଳାକୁ…

ବୋହୁର ଆକ୍ରମଣରେ ଶ୍ବଶୁର ଆହତ, ମେଡ଼ିକାଲରେ ଚାଲିଛି ଚିକିତ୍ସା

ଭଞ୍ଜନଗର(କେ ନ୍ୟୁଜ): ବୋହୁର ଆକ୍ରମଣରେ ଶ୍ବଶୁର ଆହତ । ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ, ପାଣ୍ଡିଆପଥର ଗାଁରେ ଘଟିଛି ଏଭଳି ଘଟଣା । ଆହତ ଶଶୁର ଜଣକ ହେଲେ, ସେହି ଗାଁର ବୃନ୍ଦାବନ ରଣା । ଆହତ ଅବସ୍ଥାରେ ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆସିକା ଥାନା ପୋଲିସ…

ବିବାଦରେ ଫସିଲେ ଗାୟକ ହନି ସିଂ, ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲିନୀ

ବଲିଉଡ ଇଣ୍ଡଷ୍ଟ୍ରୀରେ ଗାୟକ ହନି ସିଂଙ୍କ ନାମ ବେଶ ଚର୍ଚ୍ଚିତ। ହନି ସିଂ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାପ୍ କୁ ଏକ ଭିନ୍ନ ଦିଗ ଦେଇଥିଲେ ହନି। ଏଥିପାଇଁ ହନି ସିଂଙ୍କ କୋଟି କୋଟି ପ୍ରଶଂସକ ରହିଛନ୍ତି। ବଲିଉଡର ଅନେକ ସୁପରହିଟ୍ ଗୀତ ହନି ସିଂଙ୍କ ନାମରେ ରହିଛି। କିନ୍ତୁ ଏସବୁ ସତ୍ତ୍ବେ ପୁଣି ବିବାଦ…

ସ୍ୱାମୀ କରଣ ମେହରାଙ୍କଠୁ ନିର୍ଯାତିତ ହେବା ପରେ ମିଡିଆ ସାମ୍ନାକୁ ଆସିଲେ ଅଭିନେତ୍ରୀ ନିଶା

ଟିଭି ଦୁନିଆର ପପୁଲାର ସିରିଏଲ ''ୟେ ରିସ୍ତା କ୍ୟା କେହଲାତା ହେ''ର ଫେମ କରଣ ମେହରା ଏବେ ରହିଛନ୍ତି ଚର୍ଚ୍ଚାରେ । ପର୍ସନାଲ ଲାଇଫକୁ ନେଇ ଉଠିଥିବା ଝଡ଼ ପାଇଁ ସେ ଏବେ ପୁରା ଚର୍ଚ୍ଚାରେ ଅଛନ୍ତି । ପତ୍ନୀ ନିଶା ରାୱଲଙ୍କ ସହ ହୋଇଥିବା ଝଗଡ଼ାକୁ ନେଇ ଏବେ ସେ ମିଡିଆ ଫ୍ରେମର ଫୋକସରେ ରହିଛନ୍ତି ।…

କେନ୍ଦ୍ରାପଡା ପାଟକୁରା ଥାନା ମଦନା ଗାଁରେ ବିଚିତ୍ର ଘଟଣା, ଘରୋଇ କଳହକୁ କେନ୍ଦ୍ର କରି ଛେଳିକୁ ମାଡ଼ ଅଭିଯୋଗ

ମାର୍ଶାଘାଇ : ଘରୋଇ କଳହକୁ କେନ୍ଦ୍ର କରି ଛେଳିକୁ ମାଡ଼ ଅଭିଯୋଗ। ଛେଳିକୁ ନେଇ ଥାନାରେ ପହଞ୍ଚିଲେ ମାଲିକ। କେନ୍ଦ୍ରାପଡା ପାଟକୁରା ଥାନା ମଦନା ଗାଁରେ ଘଟିଛି ଏଭଳି ଘଟଣା। ଗାଁର ରୂପା ମଲ୍ଲିକ ଓ ହିନା ମଲ୍ଲିକ ଦୁଇ ଯାଆଙ୍କ ମଧ୍ୟରେ ଜାଗା ବାଡ଼ିକୁ କେନ୍ଦ୍ର କରି ଝଗଡା ହୋଇଥିଲା। ଏଥିରେ…

ଯାଜପୁର: ବିଂଝାରପୁର ସୟଦପୁର ଗାଁରେ ଅଭାବନୀୟ ଘଟଣା, ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ

ଯାଜପୁର ଟାଉନ(କେନ୍ୟୁଜ୍):ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ସୟଦପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଶେଖ ଜାହାଙ୍ଗିର । ଜାହାଙ୍ଗିରକୁ ପରିବାରର ସଦସ୍ୟ ହତ୍ୟା କରିଥିବା ତାଙ୍କ ଭାଈ ବିଂଝାରପୁର ଥାନାରେ…

ଘରୋଇ ହିଂସା ଉପରେ ନଜର ରଖିବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପରିସଂଖ୍ୟାନ ହ୍ରାସ ପାଉଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତି କରିଛନ୍ତି । ଏହା ରାଜ୍ୟ ପାଇଁ ଭଲ ସଂକେତ ବୋଲି କହିଛନ୍ତି ନବୀନ । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ…

ଲକଡାଉନ୍ ଯୋଗୁ ବଢ଼ୁଛି ଘରୋଇ ହିଂସା, ସମ୍ପର୍କ ଭାଙ୍ଗୁଛି କରୋନା ଭାଇରସ

ସମଗ୍ର ବିଶ୍ୱକୁ ନିଜ କବ୍ଜାକୁ ନେଇ ସାରିଲାଣି କରୋନା ଭାଇରସ। ଏହି ଭାଇରସକୁ ଦମନ କରିବାକୁ ଟୀକା କିମ୍ବା ମେଡ଼ିସିନ ବାହାରିପାରିନଥିବାରୁ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ନିୟମକୁ କଡ଼ାକଡ଼ି କରିବାକୁ ଦେଶକୁ ଲକଡାଉନ କରିଦିଆଯାଇଛି। ଏହି ୨୧ ଦିନିଆ ଲକଡାଉନ ଯୋଗୁ କରୋନା…

୩ ବର୍ଷ ଧରି ଅଜଣା ଜୀବନ ବଞ୍ଚୁଛନ୍ତି ଏହି ଟେଲୀ ଅଭିନେତ୍ରୀ, ଧାରାବାହିକରେ ତାଙ୍କୁ ଖୁବ୍ ପସନ୍ଦ କରୁଥିଲେ ଦର୍ଶକ

ଆଠ ବର୍ଷ ପୂର୍ବରୁ ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ‘ନବ୍ୟା’ ସିରିୟଲରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ସୌମ୍ୟା ସେଠ୍। ଟିଭି ଦୁନିଆରେ ତାଙ୍କର ଯାତ୍ରା ମାତ୍ର ୫ ବର୍ଷର ରହିଥିଲା। ବିବାହ ପରେ ସେ ସିରିୟଲ ଦୁନିଆକୁ ଦୂର କରିଦେଇଛନ୍ତି। କିନ୍ତୁ ସେ ସୋସିଆଲ ମିଡିବଆରେ ବହୁତ ଆକ୍ଟିଭ…