Browsing Tag

donald trump

ଜେଲ୍ ଯିବେ କି ଟ୍ରମ୍ପ ? ବଢ଼ିଲା ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ

ନୂଆଦିଲ୍ଲୀ : ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ ବଢ଼ିଲା। FBI ରେଡ୍ ବେଳେ ଟ୍ରମ୍ପଙ୍କ ଫ୍ଲୋରିଡ଼ା ସ୍ଥିତ ମାର-ଏ-ଲାଗୋ ବାସଭବନରୁ ବାହାରିଛି ଗୁରୁତ୍ୱପୂର୍ଣ୍ଣ ଗୋପନ ଦସ୍ତାବିଜ୍ । ଟପ୍ ସିକ୍ରେଟ୍ ଫାଇଲ ସିଜ୍ କରିଛି ଫେଡେରେସନ୍ ବ୍ୟୁରୋ ଅଫ୍ଇନଭେଷ୍ଟିଗେସନ୍ । ମୋଟ…

ଟ୍ରମ୍ପଙ୍କ ଘରେ FBI ର ରେଡ୍, ଗୋପନୀୟ ଆଣବିକ ଦସ୍ତାବିଜ ଲୁଚାଇ ରଖିଥିବା ଅଭିଯୋଗ

ନୂଆଦିଲ୍ଲୀ : ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲୁଚାଇ ରଖିଛନ୍ତି, ଗୋପନୀୟ ଆଣବିକ ଦସ୍ତାବିଜ । ଏମିତି ଅଭିଯୋଗ ଆଧାରରେ ଟ୍ରମ୍ପଙ୍କ ଘରେ ଫେଡେରାଲ ବ୍ୟୁରୋ ଅଫ ଇନ୍ଭେଷ୍ଟିଗେସନ (FBI) ଟିମ୍‌ । ଟ୍ରମ୍ପଙ୍କ ଘରେ FBI ରେଡ୍ ପରେ ଏହି ବିବାଦ ଘନୀଭୂତ ହୋଇଛି । ଗତ ସୋମବାର…

ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ରେଡ୍ : ଡୋନାଲ୍ଡ ଟ୍ରମ୍ପ କହିଲେ, ୨୦୨୪ ନିର୍ବାଚନ ନ ଲଢ଼ିବାକୁ କରାଯାଉଛି…

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌ । ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ ବା FBI ପକ୍ଷରୁ ଚାଲିଛି ରେଡ୍‌ । ଫ୍ଲୋରିଡା ସ୍ଥିତ ଘର, ଫାର୍ମ ହାଉସ୍‌ ଓ ରିସୋର୍ଟରେ ରେଡ୍‌ କରାଯାଉଛି । ହ୍ଵାଇଟ ହାଉସ୍‌ରୁ…

କେବଳ ବିଜିନେସ୍‌ ଫାଇଦା ପାଇଁ ରାଷ୍ଟ୍ରପତି ପଦ ବ୍ୟବହାର କରିଥିଲେ ଡୋନାଲ୍ଡ ଟ୍ରମ୍ପ୍‌! ଆରମ୍ଭ କରିଥିଲେ ଅନେକ ଭେଞ୍ଚର:…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପ୍ରଥମେ ସେ ରାଷ୍ଟ୍ରପତି ଥିବା ବେଳେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ସେ ସରକାରୀ କାଗଜପତ୍ର ଫାଡ଼ି ଫ୍ଲଶ୍‌ କରିଛନ୍ତି। ଏବେ ପୁଣିଥରେ ତାଙ୍କ ନାଁରେ ଆଉ ଏକ ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ଟ୍ରମ୍ପ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆରମ୍ଭ କରିବେ ନିଜର ମିଡିଆ କମ୍ପାନୀ, Twitter ଏବଂ Facebookକୁ…

ସାଧାରଣ ଲୋକଙ୍କ ସହିତ ସମ୍ପର୍କ ରଖି ପାରୁ ନ ଥିବାରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜର ହିଁ ମିଡିଆ କମ୍ପାନୀ ଆରମ୍ଭ କରିବାକୁ ଯାଉଛନ୍ତି। ୧୦ ମାସ ପୂର୍ବେ ଅର୍ଥାତ୍‌ ୬ ଜାନୁଆରୀରେ ଆମେରିକା ସଂସଦ ପରିସରରେ ହୋଇଥିବା ହିଂସାରେ ଟ୍ରମ୍ପ୍‌ଙ୍କ ଭୂମିକା ସାମ୍ନାକୁ…

ଟ୍ଵିଟରକୁ ପୁଣି ଫେରିବାକୁ ଚାହୁଁଛନ୍ତି ଡୋନାଲ୍ଡ ଟ୍ରମ୍ପ, ଆକାଉଣ୍ଟ ପୁନଃସ୍ଥାପନ କରିବାକୁ କୋର୍ଟଙ୍କୁ କଲେ ଅନୁରୋଧ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଫ୍ଲୋରିଡାରେ ଜଣେ ସଂଘୀୟ ନ୍ୟାୟାଧୀଶଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟ ପୁନଃସ୍ଥାପନ କରିବାକୁ କହିଛନ୍ତି। ଜାନୁୟାରୀରେ କ୍ୟାପିଟାଲ ହିଂସା (ସଂସଦ ଭବନ) ପରେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିଛି। ଫ୍ଲୋରିଡା ଜିଲ୍ଲା…

ପଦ ଯିବା ପରେ ଏବେ କୁଲଫି ବିକୁଛନ୍ତି ଟ୍ରମ୍ପ! ଭାଇରାଲ ହେଉଛି ଅବିକଳ ତାଙ୍କ ଭଳି ଦିଶୁଥିବା ବ୍ୟକ୍ତିଙ୍କ ଭିଡିଓ

ଡୋନାଲଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତ କୌଣସି ନା କୌଣସି କଥା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ଏବେ ସେ କ୍ଷମତାରେ ନଥିଲେ ମଧ୍ୟ ତାଙ୍କ ଚର୍ଚ୍ଚା କିନ୍ତୁ କମୁନି। ପ୍ରକୃତ କଥା ହେଉଛି ସୋସିଆଲ ମିଡିଆରେ ଏବେ ଅବିକଳ ଡୋନାଲଡ ଟ୍ରମ୍ପଙ୍କ ଭଳି ଦିଶୁଥିବା ଏକ ବ୍ୟକ୍ତିଙ୍କ…

ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଆକାଉଣ୍ଟକୁ ୨ବର୍ଷ ପାଇଁ ସସପେଣ୍ଡ କଲା ଫେସବୁକ୍‌

ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ସସ୍ପେଣ୍ଡ କରିଛି । ଫେସବୁକର ଏହି ନିଷ୍ପତ୍ତି ୭ ଜାନୁଆରୀ ୨୦୨୧ରୁ ରଦ୍ଦ କରିଥିଲା। ଏହାପୂର୍ବରୁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ମଧ୍ୟ…

ଦୀର୍ଘଦିନ ପରେ ମୁହଁ ଖୋଲିଲେ ଟ୍ରମ୍ପ, ଚୀନର ଉହାନରୁ ହିଁ ଆସିଛି କରୋନା

ନୂଆଦିଲ୍ଲୀ : ଶେଷରେ ଶତ୍ରୁ ବି ମାନିଲେ କରୋନା ଭାଇରସ ଚୀନରୁ ଆସିଛି । ଏହା କହିଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । କରୋନା ଭାଇରସ ଚୀନର ଉହାନ ଲ୍ୟାବରୁ ସୃଷ୍ଟି ହୋଇଛି । ପ୍ରଥମରୁ ଏହି କଥା କହି ଆସୁଛି, ଯାହା ଏବେ ସତ୍ୟ ପ୍ରମାଣିତ ହୋଇଛି ବୋଲି ଟ୍ରମ୍ପ କହିଛନ୍ତି ।…

ନିଜର ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମ ଆରମ୍ଭ କରିବେ ଡୋନାଲ୍ଡ ଟ୍ରମ୍ପ, ବ୍ୟାନ୍‌କୁ ନେଇ ଟ୍ଵିଟର ଏବଂ ଫେସ୍‌ବୁକକୁ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ସୋସିଆଲ ମିଡିଆକୁ ଫେରିବାକୁ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଏଥର ସେ ନିଜର ଏକ ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏ ନେଇ ଟ୍ରମ୍ପ୍‌ଙ୍କ ପୁରୁଣା ପରାମର୍ଶଦାତା ତଥା ପ୍ରବକ୍ତା ଜେସନ ମିଲର ସୂଚନା…

ବାଇଡେନ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ଶେଷ ଥର ପାଇଁ ହ୍ଵାଇଟ୍‌ ହାଉସ୍‌ ଛାଡ଼ିଲେ ଡୋନାଲ୍‌ଡ୍‌ ଟ୍ରମ୍ପ

କେନ୍ୟୁଜ୍(ବ୍ୟୁରୋ):   ହ୍ଵାଇଟ୍‌ ହାଉସ୍‌ ଛାଡ଼ିଲେ ଟ୍ରମ୍ପ । ବାଇଡେନ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ଶେଷ ଥର ପାଇଁ ହ୍ଵାଇଟ୍‌ ହାଉସ୍‌ ଛାଡ଼ିଲେ ଡୋନାଲ୍‌ଡ୍‌ ଟ୍ରମ୍ପ। ପତ୍ନୀ ମେଲାନିଆଙ୍କୁ ସାଙ୍ଗରେ ଧରି ହ୍ଵାଇଟ୍‌ ହାଉସ୍‌ ଛାଡ଼ିଲେ ଟ୍ରମ୍ପ । ହ୍ଵାଇଟ୍‌ ହାଉସ୍‌ରୁ ଏକ ହେଲିକପ୍‌ଟର ଯୋଗେ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା, ଆଗତ ମହାଭିଯୋଗ ପ୍ରସ୍ତାବ ପ୍ରତିନିଧି ସଭାରେ ଗୃହୀତ

ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ତାଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ପ୍ରତିନିଧି ସଭାରେ ଗୃହୀତ ହୋଇଛି । ଦୀର୍ଘ ୧୦ ଘଣ୍ଟାର ବିତର୍କ ପରେ ଭୋଟ୍‌ ଗ୍ରହଣ ହୋଇଥିଲା । ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୨ ଜଣ ସାଂସଦ ଭୋଟ୍‌ ଦେଇଥିବା ବେଳେ…