Browsing Tag

donate organ

ଲୋକପ୍ରିୟ କନ୍ନଡ ଷ୍ଟାର ସଞ୍ଚାରୀ ବିଜୟଙ୍କ ଦୁର୍ଘଟଣାରେ ପରଲୋକ, ପରିବାର ପକ୍ଷରୁ ଅଭିନେତାଙ୍କ ହେବ ଅଙ୍ଗଦାନ

ଜାତୀୟ ପୁରସ୍କାର ବିଜେତା କନ୍ନଡ ଫିଲ୍ମ ଅଭିନେତା ସଞ୍ଚାରୀ ବିଜୟଙ୍କର ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଛି। ଜୁନ ୧୨ ତାରିଖରେ ତାଙ୍କର ଏକ ବଡ଼ ସଡ଼କ ଦୁର୍ଘଟଣା ହୋଇଥିଲା। ଏହାପରେ ସେ ତାଙ୍କୁ ବେଙ୍ଗାଲୁରୁର ଅପୋଲୋ ହସ୍‌ପିଟାଲ୍‌ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାରେ ସଞ୍ଚାରଙ୍କର…