Browsing Tag

donation of one day salary to cmrf odisha

କରୋନା ସହାୟତା ପାଇଁ ରାଜ୍ୟପାଳଙ୍କ ସଚିବାଳୟ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦେଲେ ଗୋଟିଏ ଦିନର…

ଭୁବନେଶ୍ୱର(କେନ୍ୟୁଜ୍‌): କରୋନା ସାରା ଦେଶରେ ମହାମାରୀ ରୂପେ ଠିଆହୋଇଛି । ଏଥିପାଇଁ ସାରା ଦେଶ ଏବେ ଲକ୍‌ଡାଉନରେ ରହିଛି । କରୋନାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ତହବିଲ୍‌ରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଚାଲିଛି । ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁ ବର୍ଗରୁ ସହଯୋଗର ହାତ…